Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କରୋନା ନେଲାଣି ୩୭୨୦ ଜୀବନ, କେଉଁ ରାଜ୍ୟରେ କେତେ ?

    Share on :
    ajab-Image
    Date: May 23, 2020    Views: 2701

    ଭୁବନେଶ୍ୱର :  ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୧୦୧ରେ ପହଁଚିଛି  । ସେମାନଙ୍କ ମଧ୍ୟରୁ ୫୧୭୮୪ ଜଣ ସୁସ୍ଥ ହୋଇଥିବାବେଳେ ୩୭୨୦ ଜଣ ମୃତୁ୍ୟବରଣ କରିଛନ୍ତି  । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି  ।

    ଆନ୍ଧ୍ରପ୍ରଦେଶ : ୫୫
    ଆସାମ : ୪
    ବିହାର : ୧୧
    ଚଣ୍ଡୀଗଡ଼ : ୩
    ଦିଲ୍ଲୀ : ୨୦୮
    ଗୁଜୁରାଟ : ୮୦୨
    ହରିୟାଣା : ୧୬
    ହିମାଚଳ ପ୍ରଦେଶ : ୩
    ଜାମ୍ମୁକାଶ୍ମୀର : ୨୦
    ଝାରଖଣ୍ଡ : ୩
    କର୍ଣ୍ଣାଟକ : ୪୧
    କେରଳ : ୪
    ମଧ୍ୟପ୍ରଦେଶ : ୨୭୨
    ମହାରାଷ୍ଟ୍ର : ୧୫୧୭
    ଓଡ଼ିଶା : ୭
    ପଞ୍ଜାବ : ୩୯
    ରାଜସ୍ଥାନ : ୧୫୩
    ତାମିଲନାଡ଼ୁ : ୯୮
    ତେଲେଙ୍ଗାନା : ୪୫
    ଉତରପ୍ରଦେଶ : ୧୫୧
    ପଶ୍ଚିମବଙ୍ଗ : ୨୬୫

     

    Maximum 500 characters

    ତାଜା ଖବର View all

    Find Us on Facebook