Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

କଟକ: ମର୍କତନଗର ଥାନା କାଠଯୋଡ଼ି ବିହାର ବସ୍ତିରେ ଦୁଷ୍ଟାମୀ ପାଇଁ ୬ ବର୍ଷର ଝିଅକୁ ଚେଙ୍କ ଦେଲା ମା’

ରାଜ୍ୟରେ ଆଉ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭାରତରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଇଦ ଶୁଭେଚ୍ଛା

କାମାକ୍ଷାନଗର: ଭୁଜାଲି ଦେଖାଇ ୩ ଲକ୍ଷ ଲୁଟ

ଶୀଘ୍ର ଚାଲିବ ‘ମୋ ବସ’, କେଉଁ ରୁଟରେ କେତେ ବସ ଚାଲିବ ମଙ୍ଗଳବାର ନିଷ୍ପତ୍ତି

banner

ତାଜା ଖବର

ମୁଖ୍ୟ ଖବର

    କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୫ ହଜାର ଟପିଲା, କେଉଁ ରାଜ୍ୟରେ କେତେ ?

    Share on :
    ajab-Image
    Date: May 23, 2020    Views: 2954

    ଭୁବନେଶ୍ୱର : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୧୦୧ରେ ପହଁଚିଛି  । ସେମାନଙ୍କ ମଧ୍ୟରୁ ୫୧୭୮୪ ଜଣ ସୁସ୍ଥ ହୋଇଥିବାବେଳେ ୩୭୨୦ ଜଣ ମୃତୁ୍ୟବରଣ କରିଛନ୍ତି  । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି  ।

    ଆନ୍ଧ୍ରପ୍ରଦେଶ : ୨୭୦୯
    ଆସାମ : ୨୫୯
    ବିହାର : ୨୧୭୭
    ଦିଲ୍ଲୀ : ୧୨୩୧୯
    ଗୁଜୁରାଟ : ୧୩୨୬୮
    ହରିୟାଣା : ୧୦୬୭
    ହିମାଚଳ ପ୍ରଦେଶ : ୧୬୮
    ଜାମ୍ମୁକାଶ୍ମୀର : ୧୪୮୯
    ଝାରଖଣ୍ଡ : ୩୦୮
    କର୍ଣ୍ଣାଟକ : ୧୭୪୩
    କେରଳ : ୭୩୨
    ମଧ୍ୟପ୍ରଦେଶ : ୬୧୭୦
    ମହାରାଷ୍ଟ୍ର : ୪୪୫୮୨
    ଓଡ଼ିଶା : ୧୧୮୯
    ପଞ୍ଜାବ : ୨୦୨୯
    ରାଜସ୍ଥାନ : ୬୪୯୪
    ତାମିଲନାଡ଼ୁ : ୧୪୭୫୩
    ତେଲେଙ୍ଗାନା : ୧୭୬୧
    ଉତରପ୍ରଦେଶ : ୫୭୩୫
    ପଶ୍ଚିମବଙ୍ଗ : ୩୩୩୨

    Maximum 500 characters

    ତାଜା ଖବର View all

    Find Us on Facebook