Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରାତି ୧୦ ପରେ ଘରୁ ବାହାରିଲେ କାର୍ଯ୍ୟାନୁଷ୍ଠାନ

    Share on :
    ajab-Image
    Date: Apr 4, 2021    Views: 5144

    ସମ୍ବଲପୁର: ଆସନ୍ତାକାଲିଠାରୁ ସମ୍ବଲପୁର ଜିଲ୍ଲାରେ  ନାଇଟ କର୍ଫୁ୍ୟ କଡ଼ାକଡ଼ି ଲାଗୁ ହେବ । ଏନେଇ ସମ୍ବଲପୁର ଏସପି ବି.ଗଙ୍ଗାଧର ସୂଚନା ଦେଇଛନ୍ତି ।  ତାଙ୍କ ସୂଚନା ଅନୁଯାୟୀ ରାତି ୧୦ ଟା ପରେ ବିନା କାରଣରେ ଘରୁ ବାହାରିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଇନ ଉଲ୍ଲଂଘନ କଲେ ଦୋକାନ ଉପରେ ଜରିମାନା କରାଯିବ । ଦରକାର ପଡ଼ିଲେ ସିଲ କରାଯିବ ।  ଉଲ୍ଲଂଘନକାରୀଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।  ତେବେ ଲୋକେ କୌଣସି ସମସ୍ୟା ପାଇଁ ୧୧୨କୁ ଯୋଗାଯୋଗ କରିପାରିବେ ବୋଲି ଏସପି ବି.ଗଙ୍ଗାଧର ସୂଚନା ଦେଇଛନ୍ତି ।  

    Maximum 500 characters

    ରାଜ୍ୟ ଖବର View all

    Find Us on Facebook