ମୁଖ୍ୟ ଖବର
ସମ୍ବଲପୁର: ଆସନ୍ତାକାଲିଠାରୁ ସମ୍ବଲପୁର ଜିଲ୍ଲାରେ ନାଇଟ କର୍ଫୁ୍ୟ କଡ଼ାକଡ଼ି ଲାଗୁ ହେବ । ଏନେଇ ସମ୍ବଲପୁର ଏସପି ବି.ଗଙ୍ଗାଧର ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ରାତି ୧୦ ଟା ପରେ ବିନା କାରଣରେ ଘରୁ ବାହାରିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଇନ ଉଲ୍ଲଂଘନ କଲେ ଦୋକାନ ଉପରେ ଜରିମାନା କରାଯିବ । ଦରକାର ପଡ଼ିଲେ ସିଲ କରାଯିବ । ଉଲ୍ଲଂଘନକାରୀଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଲୋକେ କୌଣସି ସମସ୍ୟା ପାଇଁ ୧୧୨କୁ ଯୋଗାଯୋଗ କରିପାରିବେ ବୋଲି ଏସପି ବି.ଗଙ୍ଗାଧର ସୂଚନା ଦେଇଛନ୍ତି ।
Comments ସମସ୍ତ ମତାମତ