Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ରାଜ୍ୟରେ ପୁଣି ୨୨୨ ପଜିଟିଭ ଚିହ୍ନଟ

    Share on :
    ajab-Image
    Date: Jan 14, 2021    Views: 2760

    ଭୁବନେଶ୍ୱର : ରାଜ୍ୟରେ ଆଉ ୨୨୨ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି  । ସେମାନଙ୍କ ମଧ୍ୟରୁ ୧୨୭ଜଣ କ୍ୱାରେଣ୍ଟାଇନରେ ଥିବାବେଳେ ୯୫ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସିଛନ୍ତି  । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୨୭୬୩ରେ ପହଁଚିଛି  ।  ୩୨୮୬୨୨ ଜଣ ସୁସ୍ଥ ହୋଇଥିବାବେଳେ ୨୧୯୨ଜଣ ଚିକିତ୍ସାଧୀନ ଅଛନ୍ତି । 
    ଆଜି ଅନୁଗୁଳରୁ ୨୮ଜଣ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱର ୭, ବରଗଡ଼ ୨୨, ଭଦ୍ରକ ୫, ବଲାଙ୍ଗିର ୩,  ବୌଦ୍ଧ ୩, କଟକ ୮,  ଦେଓଗଡ଼ ୧, ଗଜପତି ୩,   ଜଗତସିଂହପୁର ୧, ଯାଜପୁର ୯, ଝାରସୁଗୁଡ଼ା ୨୩, କଳାହାଣ୍ଡି ୧,   କେନ୍ଦୁଝର ୫,  ଖୋର୍ଦ୍ଧା ୧୨,  କୋରାପୁଟ ୧,  ମୟୂରଭଞ୍ଜ ୬,   ନୟାଗଡ଼ ୮, ନୂଆପଡ଼ା ୮, ପୁରୀ ୧୫,  ସମ୍ବଲପୁର ୨୧,  ସୋନପୁର ୫,   ସୁନ୍ଦରଗଡରୁÿ ୨୪ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ ପୁଲ ୩ ବୋଲି ଜଣାଯାଇଛି । 

    Maximum 500 characters

    ତାଜା ଖବର View all

    Find Us on Facebook