Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ରାଜ୍ୟରେ ପୁଣି ୬୩୮ ପଜିଟିଭ ଚିହ୍ନଟ

    Share on :
    ajab-Image
    Date: Nov 22, 2020    Views: 2926

    ଭୁବନେଶ୍ୱର : ରାଜ୍ୟରେ ଆଉ ୬୩୮ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି  । ସେମାନଙ୍କ ମଧ୍ୟରୁ ୩୭୩  ଜଣ କ୍ୱାରେଣ୍ଟାଇନରେ ଥିବାବେଳେ ୨୬୫ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସିଛନ୍ତି  । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୩ ହଜାର ୯୬୧ରେ ପହଁଚିଛି  । ୩ ଲକ୍ଷ ୪ ହଜାର ୯୦୮ ଜଣ ସୁସ୍ଥ ହୋଇଥିବାବେଳେ ୭୩୬୦ଜଣ ଚିକିତ୍ସାଧୀନ ଅଛନ୍ତି । 

    ଆଜି ଅନୁଗୁଳରୁ ୪୦ ଜଣ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱର ୨୧, ବରଗଡ଼ ୨୭, ଭଦ୍ରକ ୭, ବଲାଙ୍ଗିର ୨୩, ବୌଦ୍ଧ ୪, କଟକ ୩୯, ଦେଓଗଡ଼ ୫, ଢେଙ୍କାନାଳ ୧୧,  ଗଞ୍ଜାମ ୮, ଜଗତସିଂହପୁର ୫୦, ଯାଜପୁର ୨୯, ଝାରସୁଗୁଡ଼ା ୨୩, କଳାହାଣ୍ଡି ୨୧, କନ୍ଧମାଳ ୩, କେନ୍ଦ୍ରାପଡ଼ା ୩୩, କେନ୍ଦୁଝର ୩୧, ଖୋର୍ଦ୍ଧା ୭୦, କୋରାପୁଟ ୯, ମାଲକାନଗିରି ୪, ମୟୂରଭଞ୍ଜ ୫୬, ନବରଙ୍ଗପୁର ୧୩, ନୟାଗଡ଼ ୫, ନୂଆପଡ଼ା ୪, ପୁରୀ ୯, ରାୟଗଡ଼ା ୧, ସମ୍ବଲପୁର ୨୩,ସୋନପୁର ୧ ଓ ସୁନ୍ଦରଗଡରୁÿ ୪୬ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ ପୁଲ ୧୩ ବୋଲି ଜଣାଯାଇଛି । 

    Maximum 500 characters

    ତାଜା ଖବର View all

    Find Us on Facebook