Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ରେମଡେସିଭିର ନକିଣିବାକୁ ସଙ୍କେତ ଦେଲା ହୁ

    Share on :
    ajab-Image
    Date: Nov 21, 2020    Views: 3540

    ନୂଆଦିଲ୍ଲୀ: କରୋନା ଚିକିତ୍ସା ପାଇଁ ବ୍ୟବହୃତ ଔଷଧ ତାଲିକାରୁ ଜିର୍ଲେଡର ରେମଡେସିଭିର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ବାଦ ଦେଇଛି । ହୁ ଏହାର ପ୍ରାକ ଯୋଗ୍ୟତା ତାଲିକାରୁ ଉକ୍ତ ଔଷଧକୁ ବାଦ ଦେଇଥିବା ବିଷୟ ସ୍ପଷ୍ଟ କରିଛି । ହୁ ଏଭଳି ନିଷ୍ପତ୍ତି ନେଇ ଦେଶ ଗୁଡ଼ିକୁ ଏହି ଔଷଧ ନ କିଣିବା ପାଇଁ ସ୍ପଷ୍ଟ ସଙ୍କେତ ଦେଇଛି । ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥରେ ଉନ୍ନତି ଆଣିବା କ୍ଷେତ୍ରରେ ଏହି ଔଷଧ କାମ କରୁଥିବାର ପ୍ରମାଣ ନାହିଁ ବୋଲି ହୁ କହିଛି । ଉଲ୍ଲେଖଯୋଗ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନାରେ ଆକ୍ରାନ୍ତ ହେବା ସମୟରେ ମଧ୍ୟ ଏହି ଔଷଧ ତାଙ୍କଠାରେ ପ୍ରୟୋଗ କରାଯାଇଥିଲା ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook