Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଶ୍ୱେତପତ୍ର ଦାବି କଲା କଂଗ୍ରେସ

    Share on :
    ajab-Image
    Date: Jan 4, 2021    Views: 3551

    ଭୁବନେଶ୍ୱର: ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ଏନେଇ ଶ୍ୱେତପତ୍ର ପ୍ରକାଶ କରନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଛନନ୍ତି । 
    ସେ କହିଛନ୍ତି ଯେ,ରାଜ୍ୟ ସରକାରଙ୍କ ଗୃହ ବିଭାଗ ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଉଛି ।  ସୁପ୍ରିମକୋର୍ଟଙ୍କୁ ଦେଇଥିବା  ସତ୍ୟପାଠରେ ରାଜ୍ୟ ସରକାର ମିଛ କହିଛନ୍ତି ।  ରାଜ୍ୟ ପୁଲିସରେ ତଦନ୍ତ ଓ ଆଇନଶୃଙ୍ଖଳା ୨ ଭାଗ ବୋଲି ମିଛ କହିଛନ୍ତି ।  ଗୋଟିଏ ସତକୁ ମିଛ କରିବାକୁ ସରକାର ବାରମ୍ବାର ମିଛ କହୁଛନ୍ତି ।  ତେବେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଶ୍ୱେତପତ୍ର ପ୍ରକାଶ କରାଯାଉ ବୋଲି  କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଦାବି କରିଛନ୍ତି । 

    Maximum 500 characters

    ରାଜନୀତି View all

    Find Us on Facebook