Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କେଉଁ ନେତାମାନେ ହେଲେ କଂଗ୍ରେସର ଜିଲ୍ଲା ସଭାପତି, ଜାଣନ୍ତୁ

    Share on :
    ajab-Image
    Date: Oct 18, 2020    Views: 4465

    ଭୁବନେଶ୍ୱର: ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅନୁମୋଦନ କ୍ରମେ ଜିଲ୍ଲା କଂଗ୍ରେସ ସଭାପତିମାନଙ୍କୁ ନିଯୁକ୍ତି ଦିଆଯାଇଛି । ଏନେଇ କଂଗ୍ରେସ ମହସଚିବ କେ.ସି ଭେନୁଗୋପାଳ ଏକ  ପ୍ରେସ ବିଜ୍ଞପ୍ତି ମାଧ୍ୟମରେ  ସୂଚନା ଦେଇଛନ୍ତି । ତେବେ  କିଏ କେଉଁ ଜିଲ୍ଲାର ସଭାପତି ନିଯୁକ୍ତ ହେଲେ ଜାଣନ୍ତୁ: 
    ଅନୁଗୁଳ- ବିପ୍ଳବ ଜେନା
     ବଲାଙ୍ଗୀର- ଦିଲ୍ଲୀପ କୁମାର ବେହେରା
    ବରଗଡ଼- ନିହାର ମହାନନ୍ଦ
    ବାଲେଶ୍ୱର- ସଞ୍ଜୀବ ଗିରି
    ଭଦ୍ରକ-ସୁବ୍ରତ ଦାସ
    ଭୁବନେଶ୍ୱର-ବିଶ୍ୱଜିତ ଦାସ
    ବୌଦ୍ଧ-ନବକିଶୋର ମିଶ୍ର
    କଟକ- ମାନସ ଚୌଧୁରୀ
    କଟକ ସିଟି- ଗିରିବାଳା ବେହେରା
    ଦେଓଗଡ଼-ଉମାଶଙ୍କର ସାହୁ
    ଢେଙ୍କାନାଳ- ସରୋଜ ପଟ୍ଟନାୟକ
    ଗଞ୍ଜାମ-ରମେଶ ଚନ୍ଦ୍ର ଜେନା
    ଗଜପତି- ଦାଶରଥୀ ଗମାଙ୍ଗୋ
    ଜଗତସିଂହପୁର- ନଟବର ବାରିକ
    ଯାଜପୁର-ମନୋଜ କୁମାର ରାଉତ
    ଝାରସୁଗୁଡ଼ା- ଭରତ ଅବସ୍ତି
    କନ୍ଧମାଳ-ଅନାମ ନାୟକ
    କେନ୍ଦ୍ରାପଡ଼ା-ଅଂଶୁମାନ ମହାନ୍ତି
    କେନ୍ଦୁଝର-ବିପ୍ଳବ ମିଶ୍ର
    ଖୋର୍ଦ୍ଧା-ସୁରେଶ କୁମାର ରାଉତରାୟ
    କୋରାପୁଟ-ମିନାକ୍ଷୀ ବାହିନୀପତି
    ମୟୂରଭଞ୍ଜ-ହେମନ୍ତ ଦାସ
    ମାଲକାନଗିରି- ଗୋବିନ୍ଦ ପାତ୍ର
    ନବରଙ୍ଗପୁର- ମନୋରଞ୍ଜନ ତ୍ରିପାଠୀ
    ନୟାଗଡ଼- ରଣଜିତ ଦାସ
    ନୂଆପଡ଼ା- ଘାସିରାମ ମାଝୀ
    ପୁରୀ- ଅଜିତ ମଙ୍ଗରାଜ
    ରାଉରକେଲା-ଜର୍ଜ ତିର୍କୀ
    ରାୟଗଡ଼- ଦୁର୍ଗାପ୍ରସାଦ ପଣ୍ଡା
    ସମ୍ବଲପୁର- ଅଶ୍ୱିନୀ ଗୁରୁ
     ସୁବର୍ଣ୍ଣପୁର-ଗୌରୀଶ୍ୟାମ ପଣ୍ଡା
    ସୁନ୍ଦରଗଡ଼-ବେଣୁମାଧବ ତ୍ରିପାଠୀ
    କଳାହାଣ୍ଡି- ଭରତ ଭୂଷଣ ବେମାଲ

    Maximum 500 characters

    ରାଜନୀତି View all

    Find Us on Facebook