Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଛାତିରେ ଯନ୍ତ୍ରଣା ଯୋଗୁଁ କ୍ରିକେଟର କପିଳ ଦେବ ଦିଲ୍ଲୀ ଓଖାଲ ରୋଡ ସ୍ଥିତ ଫରଟିସ ଏସକର୍ଟସ ହାର୍ଟ ଇନଷ୍ଟିଚୁ୍ୟଟରେ ଭର୍ତ୍ତି କରାଯାଇଛି ।

banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ୨୦୨୪ରେ ଶାସନକୁ ଫେରିବୁ: ଚେଲ୍ଲା କୁମାର

    Share on :
    ajab-Image
    Date: Oct 7, 2020    Views: 3674

    ଭୁବନେଶ୍ୱର: ଏବର ସ୍ଥିତି ଯାହା ଥାଉ, ଆମେ ୨୦୨୪ରେ ଶାସନକୁ ଫେରିବୁ ।  କଂଗ୍ରେସ ଭବନରେ  ଓଡ଼ିଶା ଗସ୍ତରେ ଆସିଥିବା ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ ଏ.ଚେଲ୍ଲା କୁମାର ଏହା କହିଛନ୍ତି ।  ଏହାଛଡ଼ା ସେ କହିଛନ୍ତି ଯେ,  ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ହେବ । ଦଳରେ ଦକ୍ଷ ନେତା ଅଛନ୍ତି ।  ଭୋଟରଙ୍କ ପାଖରେ କାହିଁକି ଆମେ ପହଞ୍ଚି ପାରୁନୁ ତାହାର ତର୍ଜମା କରାଯିବ ।  କଂଗ୍ରେସର ଭଲ କାମକୁ ଲୋକଙ୍କୁ କୁହାଯିବ । ରଣନୀତି ସ୍ଥିର ହେବ ।  ଦଳ ଭିତରେ ଭିନ୍ନମତ ଅଛି । କିନ୍ତୁ ଆମେ ଗୋଟିଏ ପରିବାର ବୋଲି ଏ.ଚେଲ୍ଲା କୁମାର  କହିଛନ୍ତି । 

     

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook