Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

କଟକ: ମର୍କତନଗର ଥାନା କାଠଯୋଡ଼ି ବିହାର ବସ୍ତିରେ ଦୁଷ୍ଟାମୀ ପାଇଁ ୬ ବର୍ଷର ଝିଅକୁ ଚେଙ୍କ ଦେଲା ମା’

ରାଜ୍ୟରେ ଆଉ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭାରତରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଇଦ ଶୁଭେଚ୍ଛା

କାମାକ୍ଷାନଗର: ଭୁଜାଲି ଦେଖାଇ ୩ ଲକ୍ଷ ଲୁଟ

ଶୀଘ୍ର ଚାଲିବ ‘ମୋ ବସ’, କେଉଁ ରୁଟରେ କେତେ ବସ ଚାଲିବ ମଙ୍ଗଳବାର ନିଷ୍ପତ୍ତି

banner

ଆଂଚଳିକ

ମୁଖ୍ୟ ଖବର

    ଜିଲ୍ଲାପାଳଙ୍କ ଅଫିସରେ ମହିଳାଙ୍କ ଭଙ୍ଗାରୁଜା

    Share on :
    ajab-Image
    Date: May 18, 2020    Views: 2388

    ମୟୂରଭଞ୍ଜ:  ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଅଫିସରେ ଶତାଧିକ ମହିଳା ପଶି ଭଙ୍ଗାରୁଜା କରିଥିବା ଜଣାଯାଇଛି ।  ସୁରକ୍ଷା କର୍ମୀଙ୍କୁ ଧକ୍କାମାରି ମହିଳାମାନେ ଜିଲ୍ଲାପାଳଙ୍କ ଅଫିସରେ ଧସେଇ ପଶିବା ସହ ଲଙ୍କାକାଣ୍ଡ ଭିଆଇଛନ୍ତି । ପ୍ରକାଶ ଯେ, ଗତ ୫ ତାରିଖରେ ବାରିପଦା ମେଡିକାଲ କଲେଜରେ ଏକ ଶିଶୁପୁତ୍ରର ମୃତୁ୍ୟ ହୋଇଥିଲା ।  ଜାମବଣି ଗ୍ରାମର ଜଣେ ମହିଳା ଶିଶୁପୁତ୍ର ଜନ୍ମ ଦେଇଥିଲେ ।  ତେବେ ଶିଶୁ ବଦଳ ଅଭିଯୋଗ କରି ମୃତଶିଶୁକୁ ପରିବାର ଲୋକେ ଗ୍ରହଣ କରିନଥିଲେ ।   ଏହାକୁ ନେଇ ଆଜି ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଅଫିସରେ ଶତାଧିକ ମହିଳା ପଶି ଭଙ୍ଗାରୁଜା କରିଥିବା ଜଣାଯାଇଛି ।

    Maximum 500 characters

    ଆଂଚଳିକ View all

    Find Us on Facebook