Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ନଡ଼ିଆ ତେଲର ଉପକାରିତା

    Share on :
    ajab-Image
    Date: Feb 13, 2020    Views: 3356

    ପ୍ରତିଦିନ ନଡ଼ିଆ ତେଲରେ ଆଲୋବେରା ଜେଲ ମିଶାଇ ମୁଣ୍ଡରେ ଲଗାନ୍ତୁ ଏହା ଦ୍ୱାରା ଚୁଟି ଝଡ଼ିବା ଓ ରୁପି ସମସ୍ୟା ଦୂର ହେବା ସହ ଚୁଟି କୋମଳ ହୋଇଥାଏ ।
    ରାତିରେ ପାଦ ସଫା କରି ନଡ଼ିଆ ତେଲ ମାଲିସ କରି ମୋଜା ପିନ୍ଧି ଶୁଅନ୍ତୁ । ଏହା ଦ୍ୱାରା ପାଦ ତଳ କୋମଳ ରହିଥାଏ ।
    ରାତିରେ ଶୋଇବା ପୂର୍ବରୁ ଆଇବ୍ରୋରେ ଜଡ଼ା ତେଲ ମାଲିସ କରନ୍ତୁ ଏହା ଦ୍ୱାରା ଆଇବ୍ରୋ ଘନ ହୋଇଥାଏ ।
    ପ୍ରତିଦିନ ନଖରେ ନଡ଼ିଆ ତେଲ ମାଲିସ କଲେ ନଖ ସୁନ୍ଦର ଓ ଗୋଲାପି ଦେଖାଯାଏ ।
    ଗ୍ୟାସ ସମସ୍ୟା ଥିଲେ ପ୍ରତିଦିନ ସକାଳୁ ଖାଲି ପେଟରେ ଅଦା ଖାଇଲେ ଏଥିରୁ ମୁକ୍ତି ମିଳେ ।
    ପ୍ରତିଦିନ ଶୋଇବା ପୂର୍ବରୁ ଭୁସି ଖାଆନ୍ତୁ । ଏହା ଦ୍ୱାରା ଗ୍ୟାସ ସମସ୍ୟା ଦୂର ହୁଏ ।
    ଗୋଇଠି ଫାଟୁଥିଲେ ଲେମ୍ବୁ ଚୋପା ଘସିବା ଦ୍ୱାରା ଏଥିରୁ ମୁକ୍ତି ମିଳେ ।

    Maximum 500 characters

    ବିଶେଷ View all

    Find Us on Facebook