Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନୀତୀଶଙ୍କୁ କଟାକ୍ଷ କରି ଏଭଳି କହିଲେ ଚିରାଗ

    Share on :
    ajab-Image
    Date: Nov 18, 2020    Views: 3035

    ପାଟନା: ଏଲଜେପି ସଭାପତି ଚିରାଗ ପାଶ୍ୱାନ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଅଭିନନ୍ଦନ ଜଣାଇବା ସହ କଟାକ୍ଷ କରିଛନ୍ତି । ରାଜ୍ୟରେ ନୀତୀଶଙ୍କୁ କ୍ଷମତାରୁ ହଟାଇବା ଦାବିରେ ଏନଡିଏ ଛାଡ଼ିଥିବା ଏଲଜେପି ସଭାପତି ଚିରାଗ ପାଶ୍ୱାନ ବିଜେପିକୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ଚିରାଗ କହିଛନ୍ତି, ପୁନର୍ବାର ମୁଖ୍ୟମନ୍ତ୍ରୀ ହୋଇଥିବାରୁ ନୀତୀଶଙ୍କୁ ଅଭିନନ୍ଦନ । ମୁଁ ଆଶା କରୁଛି ଯେ, ସରକାର ଏହାର ସମ୍ପୂର୍ଣ୍ଣ କାର୍ଯ୍ୟକାଳ ଶେଷ କରିବ ଏବଂ ଆପଣ ଏନଡିଏର ମୁଖ୍ୟମନ୍ତ୍ରୀ ରହିବେ । ରାଜ୍ୟପାଳ ଫାଗୁ ଚୌହାନ ନୀତୀଶ କୁମାରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବାର କିଛି ସମୟ ପରେ ଚିରାଗ ଏକ ଟ୍ୱିଟ କରି ନୀତୀଶଙ୍କୁ ଅଭିନନ୍ଦନ ଜଣାଇବା ସହ ଏଭଳି କଟାକ୍ଷ କରିଛନ୍ତି । ପାଶ୍ୱାନ କହିଛନ୍ତ ୬୯ ବର୍ଷୀୟ ମଖ୍ୟମନ୍ତ୍ରୀ ନୀତୀଶଙ୍କ ପାଖକୁ ସେ ଏଲଜେପି ଇସ୍ତାହାରର ଏକ କପି ପଠାଇଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook