Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆନନ୍ଦପୁର: ଏନଏଚ ୨୦ର ବରପଦା ଛକରେ ଚାଉଳ ବୋଝେଇ ଟ୍ରକ ଧକ୍କାରେ ଅଜା ଓ ନାତି ମୃତ

ହବିଷ୍ୟାଳୀଙ୍କ ପାଇଁ କଟକଣା ଜାରି

ବାଲେଶ୍ୱରରେ ବିକାଶ ଦାୟିତ୍ୱ ମୁଁ ନିଜେ ବୁଝିବି:ନବୀନ

ପୋଲିସ ଗୁଳିରେ ପ୍ରାଣ ହରାଇଲା ନିସ୍ ଚର୍ଚ୍ଚ ଆତଙ୍କୀ

ପୁଲୱାମା ଆକ୍ରମଣରେ ପାକିସ୍ତାନର ସମ୍ପୃକ୍ତି ନେଇ ମନ୍ତ୍ରୀଙ୍କ ବଡ ଖୁଲାସା

୨ ତାରିଖରୁ ଖୋଲିବ ଏମ୍ସ ଓପିଡି

ଫ୍ରାନ୍ସ ଆକ୍ରମଣକୁ ନେଇ ମହାଥୀରଙ୍କ ବିବାଦୀୟ ବୟାନ

ଇଥାନଲର କ୍ରୟମୂଲ୍ୟ ବୃଦ୍ଧିକୁ ଧର୍ମେନ୍ଦ୍ରଙ୍କ ସ୍ୱାଗତ

banner

ରାଜ୍ୟ ଖବର

ମୁଖ୍ୟ ଖବର

    ଚିଲିକାରେ ବୁଡିଗଲା ଦ୍ୱିତୀୟ ଭସାପୋଲ

    Share on :
    ajab-Image
    Date: Oct 16, 2020    Views: 7864

    କୃଷ୍ଣପ୍ରସାଦ : ଚିଲିକା ଜହ୍ନିକୁଦା ଘାଟରେ ଦ୍ୱିତୀୟ ଭସା ପୋଲ ବୁଡି ଯାଇଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଭସା ପୋଲ ଭିତରେ କ୍ରମଶଃ ପାଣି ପଶିଯିବାରୁ ଏହାର ଅଧିକାଂଶ ଅଂଶ ବୁଡି ଯାଇଛି। ଗତକାଲି ସନ୍ଧ୍ୟାରେ ଫେରିବା ପରେ ଜହ୍ନିକୁଦା ଘାଟରେ ବନ୍ଧାଯାଇ ରଖାଯାଇଥିଲା। ପୋଲ ବୁଡି଼ଯିବାରୁ ଜହ୍ନିକୁଦାରୁ ସାତପଡା ଗମନାଗମନ ବ୍ୟାହତ ହୋଇଛି। ସେପ୍ଟେମ୍ବର ୧୫ରେ ଜହ୍ନିକୁଦାରୁ ସାତପଡାକୁ ଭସା ପୋଲ ପ୍ରଚଳନ ହୋଇଥିଲା।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook