Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଛାତିରେ ଯନ୍ତ୍ରଣା ଯୋଗୁଁ କ୍ରିକେଟର କପିଳ ଦେବ ଦିଲ୍ଲୀ ଓଖାଲ ରୋଡ ସ୍ଥିତ ଫରଟିସ ଏସକର୍ଟସ ହାର୍ଟ ଇନଷ୍ଟିଚୁ୍ୟଟରେ ଭର୍ତ୍ତି କରାଯାଇଛି ।

banner

ବିଶେଷ

ମୁଖ୍ୟ ଖବର

    ଲୋକଙ୍କୁ ପସନ୍ଦ ଆସିଲା ଛଲଙ୍ଗ ଟ୍ରେଲର

    Share on :
    ajab-Image
    Date: Oct 18, 2020    Views: 2467

    ଅଭିନେତା ରାଜକୁମାରଙ୍କ ଅପକମିଙ୍ଗ ଫିଲ୍ମକୁ ନେଇ ପ୍ରଶଂସକଙ୍କ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି ।  ହସଁଲ ମେହେତାଙ୍କ ନିଦେ୍ର୍ଧଶନାରେ ନଭେମ୍ବର୧୩ରେ ରିଲିଜ ହେବାକୁ ଥିବା ଅପକମିଙ୍ଗ ଫିଲ୍ମ ‘ଛଲଙ୍ଗ’ର ଟ୍ରେଲର ରିଲିଜ ହୋଇଯାଇଛି  । ଫିଲ ଟ୍ରେଲରଟି ସୋଶିଆଲ ମିଡ଼ିଆରେ ଭାଇରାଲ ହେବାସହ  ଅଭିନେତା ରାଜକୁମାର ରାଓ ଅଭିନେତ୍ରୀ ନୁସରତ ଭରୁଚାଙ୍କ ଯୋଡିକୁ ଦଶର୍କ ବେଶ ଗ୍ରହଣ କରିଛନ୍ତି  ।  ଫିଲ୍ମଟିରେ ମହମ୍ମଦ ଜସିନ ଆୟୁବ ଏକ ଭିନ୍ନ ଚରିତ୍ରରେ ନଜର ଆସିବେ  । ରାଜକୁମାର ଓ ମହମ୍ମଦ ଜାସିନ କ୍ରୀଡା ଶିକ୍ଷକ ହୋଇଥିବାବେଳେ ନୁସରତି ଫିଲ୍ମରେ କମ୍ପୁ୍ୟଟର ଦିଦିି ସାଜିଛନ୍ତି  । ସତୀଶ କୌଶକ ଓ ଇଲା ଅରୁଣ ମଧ୍ୟ ଭିନ୍ନ ଚରିତ୍ରରେ ନଜର ଆସିବେ  । ସ୍କୁୂଲ ଷ୍ଟାଫଙ୍କୁ ନେଇ  ଛଲଙ୍ଗ ବକ୍ସ ଅଫିସରେ କମାଲ କରିବ ବୋଲି ଆଶା ରହିଛି  । ଫିଲ୍ମଟିକୁ ପ୍ରଯୋଜନା ଦେଇଛନ୍ତି ଭୂଷଣ କୁମାର, ଲଭ ରଞ୍ଜନ ଓ ଅଜୟ ଦେବଗନ  । 

    Maximum 500 characters

    ବିଶେଷ View all

    Find Us on Facebook