Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ODISHA FC

ମୁଖ୍ୟ ଖବର

    ଚେନ୍ନାୟିନ-ଏଟିକେ ମୋହନବାଗାନ ମ୍ୟାଚ୍ ଗୋଲ ଶୂନ୍ୟ

    Share on :
    ajab-Image
    Date: Dec 30, 2020    Views: 3887

    ଗୋଆ: ଚଳିତ ଆଇଏସଏଲ ଫୁଟବଲ ପ୍ରତିଯୋଗିତାରେ ମଙ୍ଗଳବାର ଖେଳାଯାଇଥିବା ଚେନ୍ନାୟିନ ଏଫସି ଓ ଏଟିକେ ମୋହନବାଗାନ ମ୍ୟାଚ୍ ଗୋଲ ଶୂନ୍ୟରେ ଶେଷ ହୋଇଛି । ଫଳରେ ଏହି ଅମୀମାଂସିତ ମ୍ୟାଚରୁ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟରେ ସନ୍ତୁଷ୍ଟ ହୋଇଛନ୍ତି । ହେଲେ ଏଟିକେ ମୋହନବାଗାନ (୧୭ ପଏଣ୍ଟ) ଏହି ପଏଣ୍ଟ ସହ ଟେବୁଲର ଶୀର୍ଷକୁ ଉଠିଛି । ଚେନ୍ନାୟିନ (୧୦ ପଏଣ୍ଟ) ପୂର୍ବ ପରି ଅଷ୍ଟମ ସ୍ଥାନରେ ଅପରିବର୍ତ୍ତିତ ରହିଛି ।

    Maximum 500 characters

    ODISHA FC View all

    Find Us on Facebook