Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ପ୍ରଶାସନ ଖବର

ମୁଖ୍ୟ ଖବର

    ଆଇଏଏସସ୍ତରରେ ଅଦଳବଦଳ

    Share on :
    ajab-Image
    Date: Dec 27, 2019    Views: 4228

    ଭୁବନେଶ୍ୱର: ଶୁକ୍ରବାର ଆଇଏଏସସ୍ତରରେ ଅଦଳବଦଳ କରାଯାଇଛି । ତେବେ ଏହି ଅଦଳବଦଳ ପରେ କାହାକୁ କେଉଁ ପଦରେ ଅବସ୍ଥାପିତ କରାଯାଇଛି ଆସନ୍ତୁ ଜାଣିବା-

    ୧- ନିରଞ୍ଜନ ସାହୁ-ଉତ୍ତରାଞ୍ଚଳ ଆରଡିସି
    ୨- ପ୍ରଶାନ୍ତ ସେନାପତି-ନିଦେ୍ର୍ଧଶକ, ଓବିସି, ଏସସି/ଏସଟି
    ୩- ସୁଶାନ୍ତ ମହାପାତ୍ର- ଡାଇରେକ୍ଟର ଇଷ୍ଟେଟସ
    ୪- ଭି. ଜୟକୁମାର-ଆୟୁଷ ବିଭାଗ ନିଦେ୍ର୍ଧଶକ
    ୫-ଏନ.ତିରୁମାଲା ନାଏକ- ଶ୍ରମ କମିଶନର
    ୬-ଅବୋଲି ସୁନୀଲ ନରଭାଣେ- ରାଉରକେଲା ଏଡିଏମ ଓ ଆରଡିଏ ଭିସି

    ପ୍ରକାଶ ଯେ, ନିରଞ୍ଜନ ସାହୁ  ୨୦୦୪ ବ୍ୟାଚର ଆଇଏଏସ ଅଫିସର ହୋଇଥିବାବେଳେ ପ୍ରଶାନ୍ତ ସେନାପତି ୨୦୦୪,  ସୁଶାନ୍ତ ମହାପାତ୍ର ୨୦୦୭, ଭି. ଜୟକୁମାର ୨୦୦୯, ଏନ.ତିରୁମାଲା ନାଏକ ୨୦୦୯ ଓ  ଅବୋଲି ସୁନୀଲ ନରଭାଣେ ୨୦୧୫ ବ୍ୟାଚର ଆଇଏଏସ ଅଫିସର ବୋଲି ଜଣାପଡ଼ିଛି । 

    Maximum 500 characters

    ପ୍ରଶାସନ ଖବର View all

    Find Us on Facebook