ମୁଖ୍ୟ ଖବର
ଭୁବନେଶ୍ୱର: ଶୁକ୍ରବାର ଆଇଏଏସସ୍ତରରେ ଅଦଳବଦଳ କରାଯାଇଛି । ତେବେ ଏହି ଅଦଳବଦଳ ପରେ କାହାକୁ କେଉଁ ପଦରେ ଅବସ୍ଥାପିତ କରାଯାଇଛି ଆସନ୍ତୁ ଜାଣିବା-
୧- ନିରଞ୍ଜନ ସାହୁ-ଉତ୍ତରାଞ୍ଚଳ ଆରଡିସି
୨- ପ୍ରଶାନ୍ତ ସେନାପତି-ନିଦେ୍ର୍ଧଶକ, ଓବିସି, ଏସସି/ଏସଟି
୩- ସୁଶାନ୍ତ ମହାପାତ୍ର- ଡାଇରେକ୍ଟର ଇଷ୍ଟେଟସ
୪- ଭି. ଜୟକୁମାର-ଆୟୁଷ ବିଭାଗ ନିଦେ୍ର୍ଧଶକ
୫-ଏନ.ତିରୁମାଲା ନାଏକ- ଶ୍ରମ କମିଶନର
୬-ଅବୋଲି ସୁନୀଲ ନରଭାଣେ- ରାଉରକେଲା ଏଡିଏମ ଓ ଆରଡିଏ ଭିସି
ପ୍ରକାଶ ଯେ, ନିରଞ୍ଜନ ସାହୁ ୨୦୦୪ ବ୍ୟାଚର ଆଇଏଏସ ଅଫିସର ହୋଇଥିବାବେଳେ ପ୍ରଶାନ୍ତ ସେନାପତି ୨୦୦୪, ସୁଶାନ୍ତ ମହାପାତ୍ର ୨୦୦୭, ଭି. ଜୟକୁମାର ୨୦୦୯, ଏନ.ତିରୁମାଲା ନାଏକ ୨୦୦୯ ଓ ଅବୋଲି ସୁନୀଲ ନରଭାଣେ ୨୦୧୫ ବ୍ୟାଚର ଆଇଏଏସ ଅଫିସର ବୋଲି ଜଣାପଡ଼ିଛି ।
Comments ସମସ୍ତ ମତାମତ