ମୁଖ୍ୟ ଖବର
ଶାରଜା : ଶାରଜାର ଛୋଟ ଗ୍ରାଉଣ୍ଡରେ ଆଇପିଏଲର ୩୬ ତମ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂର ନେଇଛନ୍ତି ଏମ ଏସ ଧୋନୀ । ସିଏସକେ ପକ୍ଷରୁ ଏହି ମ୍ୟାଚରେ ଗୋଟିଏ ପରିବର୍ତ୍ତନ କରାଯାଇଥିବା ବେଳେ ଦିଲ୍ଲୀର ଅପରିବର୍ତ୍ତିତ ଏକାଦଶ ରହିଛି । ଏନ ଜଗଦୀଶାନଙ୍କ ସ୍ଥାନରେ ଦଳ କେଦାର ଯାଦବଙ୍କୁ ଖେଳାଇଛି ।
Comments ସମସ୍ତ ମତାମତ