Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଦିଲ୍ଲୀ ଦଙ୍ଗା: ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି

କଟକ: କାର କାଚ ଭାଙ୍ଗି ୪ଲକ୍ଷ ଲୁଟ

ରାଜକନିକା: ବାଇକକୁ ପିଟି ଓଲଟିଲା ଓଟୋ, ମହିଳା ମୃତ, ୨ ଗୁରୁତର

ଭୁବନେଶ୍ୱର: ଶିଶୁ ବିକ୍ରି ଘଟଣାରେ ଆଉ ୩ ଗିରଫ

କୋରାପୁଟ: ଜଙ୍ଗଲରେ ଜୁଆ:୩ ଗିରଫ, ୧୫ ଫେରାର

ସ୍ପେଶାଲ ଫୋକସ ଷ୍ଟେଟ ଦାବି କଲେ ନବୀନ

ଭୁବନେଶ୍ୱରରେ ଅମିତ ଶାହା

banner

ତାଜା ଖବର

ମୁଖ୍ୟ ଖବର

    ବସ ଟ୍ରାଜେଡି: ଶକ୍ତି ବିଭାଗ ଦାୟୀ

    Share on :
    ajab-Image
    Date: Feb 13, 2020    Views: 4141

    ଭୁବନେଶ୍ୱର: ବ୍ରହ୍ମପୁର ବସ ଟ୍ରାଜେଡି ଘଟଣାକୁ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପୁଣି ଶକ୍ତି ବିଭାଗକୁ ଦାୟୀ କରିଛନ୍ତି ।  ଘଟଣାସ୍ଥଳରେ ପରିଦର୍ଶନ ପରେ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ,  ଘଟଣାସ୍ଥଳକୁ ଦେଖିଲେ ଏହି ଘଟଣା ପାଇଁ ଶକ୍ତି ବିଭାଗ ହିଁ ଦାୟୀ  ବୋଲି ଜଣାପଡ଼ୁଛି ।  ତେବେ ତଦନ୍ତ ରିପୋର୍ଟ ଆସିସାରିଛି । ଅନୁଧ୍ୟାନ ପରେ ପ୍ରକୃତ ଦୋଷୀ  କିଏ ତାହା ଜଣାପଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି । 

    ଏଠାରେ ଉଲ୍ଲେଖ ଯୋଗ୍ୟ ଯେ,  ବ୍ରହ୍ମପୁରରେ ଏକ ବସ ୪୦ରୁ ଉଦ୍ଧ୍ୱର୍  ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ଗୋଳନ୍ଥରା ଥାନା ମେଲପତୁରୁ ନିକଟ ରାସ୍ତାରେ ଝୁଲି ରହିଥିବା ଏକ ୧୧କେଭି ବିଦୁ୍ୟତ ତାର ସଂସ୍ପର୍ଶରେ ଆସିଯାଇଥିଲା । ଫଳରେ ବସଟି ଚାର୍ଜ ହୋଇଯିବା ସହ ଜଳିଯାଇଥିଲା । ବସ ଭିତରେ କିଛି ଯାତ୍ରୀ ପୋଡ଼ି ଗୁରୁତର ଆହତ ହୋଇଥିଲେ ।  ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ  ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି ଉଦ୍ଧାର କାର୍ୟ୍ୟ କରିଥିଲେ ।   ଘଟଣାସ୍ଥଳରେ ୫ଟି ଆମ୍ବଲାନ୍ସ ପହଞ୍ଚିଗୁରୁତରମାନଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ ।  ତେବେ ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତୁ୍ୟ ହୋଇଥିଲା ।  

    Maximum 500 characters

    ତାଜା ଖବର View all

    Find Us on Facebook