Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଭୁବନେଶ୍ୱରରୁ କେଉଁ ସହରକୁ କେତେ ବସ ଭଡ଼ା, ଜାଣନ୍ତୁ ?

    Share on :
    ajab-Image
    Date: May 27, 2020    Views: 8443

    ଭୁବନେଶ୍ୱର : ଆସନ୍ତାକାଲି ଠାରୁ ବସ ଚଳାଚଳ ଆରମ୍ଭ କରିବ  । ତେବେ ବସଭଡ଼ା ପୂର୍ବରୁ ଯାହା ଥିଲା ଏବେ ମଧ୍ୟ ସେଇଆ ଅଛି । ବସ ଭଡ଼ା ବୃଦ୍ଧି କି ହ୍ରାସ ପାଇନାହିଁ  । ଭୁବନେଶ୍ୱରରୁ ରାଜ୍ୟର କେଉଁ ସହରକୁ ବସଭଡ଼ା କେତେ ପଡ଼ିବ ତାହା ଜାଣନ୍ତୁ  ।

    ସାଧାରଣ, ଏକ୍ସପ୍ରେସ, ଡିଲକ୍ସ ଓ ଏସି ଡିଲକ୍ସ ଶ୍ରେଣୀ ଅନୁଯାୟୀ ବସଭଡ଼ା ଭିନ୍ନଭିନ୍ନ ରହିଛି  । ସାଧାରଣ ପାଇଁ କିଲୋମିଟର ପିଛା ୬୯ ପଇସା, ଏକ୍ସପ୍ରେସ ପାଇଁ ୭୦ ପଇସା, ଡିଲକ୍ସ ପାଇଁ ୯୫ ପଇସା ଓ ଏସି ଡିଲକ୍ସ ପାଇଁ ୧୧୭ ପଇସା ଧାର୍ଯ୍ୟ କରାଯାଇଛି  । ନିମ୍ନୋକ୍ତ ତାଲିକାରେ ସାଧାରଣ ବସଭଡ଼ାକୁ ହିଁ ଉଲ୍ଳେଖ କରାଯାଇଛି  ।

    ଅନଗୁଳ : ୮୯
    ବାଲେଶ୍ୱର : ୧୪୩
    ବରଗଡ଼ : ୨୨୮
    ବ୍ରହ୍ମପୁର : ୧୧୭
    ଭଦ୍ରକ : ୯୩
    ବଲାଙ୍ଗୀର : ୨୦୮
    ବୌଦ୍ଧ : ୧୩୮
    କଟକ : ୨୦
    ଦେବଗଡ଼ : ୧୬୭
    ଢେଙ୍କାନାଳ : ୪୬
    ଗଜପତି : ୧୪୭
    ଛତ୍ରପୁର : ୧୦୩
    ଜଗତସିଂହପୁର : ୪୪
    ଯାଜପୁର : ୭୨
    ଜୟପୁର : ୩୪୨
    ଝାରସୁଗୁଡ଼ା : ୨୩୫
    ଭବାନୀପାଟଣା : ୨୬୪
    କନ୍ଧମାଳ : ୧୩୯
    କେନ୍ଦ୍ରାପଡ଼ା : ୬୧
    କେନ୍ଦୁଝର : ୧୪୩
    ଖୋର୍ଦ୍ଧା : ୧୫
    କୋରାପୁଟ : ୩୨୯
    ମାଲକାନାଗିରି : ୪୧୫
    ବାରିପଦା : ୧୭୫
    ନବରଙ୍ଗପୁର : ୩୪୯
    ନୟାଗଡ଼ : ୫୭
    ନୂଆପଡ଼ା : ୨୯୩
    ପୁରୀ : ୪୩
    ରାୟଗଡ଼ା : ୨୫୩
    ରାଉରକେଲା : ୨୨୪
    ସମ୍ବଲପୁର : ୨୦୧
    ସୁବର୍ଣ୍ଣପୁର : ୧୯୮
    ସୁନ୍ଦରଗଡ଼ : ୨୫୫

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook