Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଭଦ୍ରକ: ଜାଗରରୁ ଫେରୁଥିବାବେଳେ ମହିଳାଙ୍କୁ ଗଣଦୁଷ୍କର୍ମ

ପୁରୀ: କନକଦୁର୍ଗା ହାଇସ୍କୁଲରେ ଧରାପଡ଼ିଲା ନକଲି ପରୀକ୍ଷାର୍ଥୀ

banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ତପ୍ତପାଣିରେ ମର୍ମନ୍ତୁଦ ଦୁର୍ଘଟଣା : ୨ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଘୋଷଣା

    Share on :
    ajab-Image
    Date: Jan 29, 2020    Views: 3798

    ଭୁବନେଶ୍ୱର : ତପ୍ତପାଣିରେ ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣଶ କରିଛନ୍ତି  । ସେହିପରି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଗଂଜାମ ଜିଲ୍ଲାପାଳ ଓ ଏସପିଙ୍କୁ ନିଦେ୍ର୍ଧଶ ଦିଆଯାଇଛି  । 

    ସୂଚନାଯୋଗ୍ୟଯେ, ତପ୍ତପାଣି ଘାଟିର ପାଳୁଖୋଳ ବ୍ରିଜ ତଳକୁ ବସଟି ଓଲଟି ପଡ଼ିଥିଲା  । ଫଳରେ ଘଟଣା ସ୍ଥଳରେ ୭ ଜଣଙ୍କର ମୃତୁ୍ୟ ହୋଇଥିବାବେଳେ ଏବେ ଆଉ ଜଣଙ୍କର ମୃତୁ୍ୟ ହୋଇଥିବା ଜଣାପଡ଼ିଛି  । ଗଣମାଧ୍ୟମର ସୂଚନା ଅନୁଯାୟୀ, ଦୁର୍ଘଟଣାରେ ବିଦୁ୍ୟତ ନାୟକ, ଝୁନୁ ବେହେରା, କରିସ୍ମା ନାୟକ, ଏଲ. ରମେଶ ବେହେରା, ସୁନୀଲ ନାୟକ, ସଂଘମିତ୍ରା ମହାପାତ୍ର, ଅନ୍ୱେଷା ମହାପାତ୍ର, ସୁବାସିନୀ ମହାରଣାଙ୍କର ମୃତୁ୍ୟ ହୋଇଛି  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook