Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଦିଲ୍ଲୀ ଦଙ୍ଗା: ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି

କଟକ: କାର କାଚ ଭାଙ୍ଗି ୪ଲକ୍ଷ ଲୁଟ

ରାଜକନିକା: ବାଇକକୁ ପିଟି ଓଲଟିଲା ଓଟୋ, ମହିଳା ମୃତ, ୨ ଗୁରୁତର

ଭୁବନେଶ୍ୱର: ଶିଶୁ ବିକ୍ରି ଘଟଣାରେ ଆଉ ୩ ଗିରଫ

କୋରାପୁଟ: ଜଙ୍ଗଲରେ ଜୁଆ:୩ ଗିରଫ, ୧୫ ଫେରାର

ସ୍ପେଶାଲ ଫୋକସ ଷ୍ଟେଟ ଦାବି କଲେ ନବୀନ

ଭୁବନେଶ୍ୱରରେ ଅମିତ ଶାହା

banner

ଅର୍ଥନୀତି

ମୁଖ୍ୟ ଖବର

    ୬ ଲକ୍ଷ ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ସ୍ମାର୍ଟ ଫୋନ

    Share on :
    ajab-Image
    Date: Feb 1, 2020    Views: 3266

    ନୂଆଦିଲ୍ଲୀ : ଆଜି ବଜେଟ ୨୦୨୦-୨୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ୟ୍ୟକାଳରେ ୨ୟ ବଜେଟ ଉପସ୍ଥାପନ ଜାରି ରଖିଛନ୍ତି। ଅର୍ଥମନ୍ତ୍ରୀ ବଜେଟର ଭାଷଣରେ ମାଛ ଚାଷ ଠାରୁ ଆରମ୍ଭ କରି ଚାଷୀମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ସେ ପ୍ରଯୁକ୍ତିବିଦ୍ୟା ଓ ଡି଼ଜିିଟାଲ ଇଣ୍ଡିଆ ପାଇଁ ମଧ୍ୟ ବଡ଼ ଘୋଷଣା କରିଛନ୍ତି । ମୋବାଇଲ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ଯୋଜନା କରିଛନ୍ତି।
    ସେଭଳି ଯୋଜନା ମଧ୍ୟରେ ୬,୦୦,୦୦୦ ଅଙ୍ଗନବାଡ଼ି କର୍ମୀମାନଙ୍କୁ ସ୍ମାର୍ଟ ଫୋନ ଦିଆଯିବାର ଘୋଷଣା କରିଛନ୍ତି।
    – ମୋବାଇଲ ଫୋନ ଓ ପ୍ରଯୁକ୍ତିବିଦ୍ୟାର ଉପକରଣର ବୃଦ୍ଧିକରଣ ପାଇଁ ମଧ୍ୟ ଘୋଷଣା କରିଛନ୍ତି।
    ଏଭଳି କ୍ଷେତ୍ରରେ ମୋବାଇଲ ଫୋନ ପୂର୍ବ ଅପେକ୍ଷା ଶସ୍ତା ହେବା ସହ କମ ଦାମର ସ୍ମାର୍ଟ ଫୋନରେ ମଧ୍ୟ ପ୍ରିମିୟମ ଫିଚର୍ସ ମିଳିପାରିବାର  ସମ୍ଭାବନା ରହିଛି।

    Maximum 500 characters

    ଅର୍ଥନୀତି View all

    Find Us on Facebook