Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଦିଲ୍ଲୀ ଦଙ୍ଗା: ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି

କଟକ: କାର କାଚ ଭାଙ୍ଗି ୪ଲକ୍ଷ ଲୁଟ

ରାଜକନିକା: ବାଇକକୁ ପିଟି ଓଲଟିଲା ଓଟୋ, ମହିଳା ମୃତ, ୨ ଗୁରୁତର

ଭୁବନେଶ୍ୱର: ଶିଶୁ ବିକ୍ରି ଘଟଣାରେ ଆଉ ୩ ଗିରଫ

କୋରାପୁଟ: ଜଙ୍ଗଲରେ ଜୁଆ:୩ ଗିରଫ, ୧୫ ଫେରାର

ସ୍ପେଶାଲ ଫୋକସ ଷ୍ଟେଟ ଦାବି କଲେ ନବୀନ

ଭୁବନେଶ୍ୱରରେ ଅମିତ ଶାହା

banner

ଅର୍ଥନୀତି

ମୁଖ୍ୟ ଖବର

    ୨୦୨୦ ବଜେଟ : କ’ଣ କହିଲେ ନିର୍ମଳା ?

    Share on :
    ajab-Image
    Date: Feb 1, 2020    Views: 2977

    ନୂଆଦିଲ୍ଲୀ : ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ବଜେଟ ଉପସ୍ଥାପନ କରିଛନ୍ତି  । 

    - ଭାରତର ଜନସାଧାରଣ ଆମର ଅର୍ଥନୈତିକ ସଂସ୍କାର ଉପରେ ଆସ୍ଥା ରଖିଛନ୍ତି  ।
    - ଭାରତ ବିଶ୍ୱର ପଂଚମ ବୃହତମ ଅର୍ଥନୀତି
    - ଏଫଡ଼ିଆଇ ୨୮୪ ବିଲିୟନ ଡଲାରରେ ପହଁଚିଛି- ମୁଦ୍ରାସ୍ଫୀତି ହ୍ରାସ ପାଇଛି

    - ୨୭ କୋଟି ଲୋକ ଦାରିଦ୍ର୍ୟ ସୀମାରେଖାର ଉଦ୍ଧ୍ୱର୍କୁ ଉଠିଛନ୍ତି
    - ୨ ବର୍ଷରେ ୬୦ ଲକ୍ଷ ନିଯୁକ୍ତି
    - ୪୦ କୋଟି ରିଟର୍ଣ୍ଣ ଫାଇଲ ହୋଇଛି
    - ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା
    - କୃଷି କ୍ଷେତ୍ରରେ ନିବେଶ ଉପରେ ଫୋକସ

    - କୃଷି କ୍ଷେତ୍ରରେ ନିବେଶ ଉପରେ ଫୋକସ
    - ୧୫ ଲକ୍ଷ ଚାଷୀଙ୍କୁ ସୋଲାର ପମ୍ପ ସେଟ
    - ଅନୁର୍ବର ଜମିକୁ ସୌରଚାଳିତ ପମ୍ପ ସେଟ ଜରିଆରେ ଜଳସେଚନ ଲକ୍ଷ୍ୟ
    - ଜିଏସଟି ପାଇଁ ଜନତାଙ୍କୁ ୧ ଲକ୍ଷ କୋଟି ଟଙ୍କା ଫାଇଦା

    ବଜେଟ : ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ରେଳ
    - ୧୫ ଲକ୍ଷ ଚାଷୀଙ୍କୁ ସୋଲାର ପମ୍ପସେଟ
    - ଆଦର୍ଶ କୃଷି ଆଇନକୁ ସବୁ ରାଜ୍ୟରେ କାର୍ଯ୍ୟକାରୀ କରାଯିବ
    - ଚାଷୀଙ୍କ ପାଇଁ ୧୬ ସୂତ୍ରୀ କାର୍ଯ୍ୟକ୍ରମ
    - ୧୦୦ ଜଳାଭାବ ଜିଲ୍ଲାକୁ ଫୋକସ
    - ଚାଷୀଙ୍କ ଉପôାଦିତ ସାମଗ୍ରୀ ପରିବହନ ପାଇଁ ସ୍ୱତନ୍ତ୍ର ରେଳ ଚାଲିବ
    - ଭାରତୀୟ ଖାଦ୍ୟ ନିଗମ ଓ ୱେୟାରହାଉସିଂ କର୍ପୋରେସନ ଜରିଆରେ ଚାଷୀଙ୍କ ଜମିରେ ଗୋଦାମର ବ୍ୟବସ୍ଥା
    - ରସାୟନିକ ସାର ବ୍ୟବହାର ହ୍ରାସ କରିବା ସହ ଜୈବିକ ସାର ପ୍ରୟୋଗ ବୃଦ୍ଧି କରିବା
    - ୨୦୨୨-୨୩ ସୁଦ୍ଧା ମତ୍ସ୍ୟ ଉପôାଦନ ୨୦୦ ଲକ୍ଷ ଟନକୁ ପହଁଚାଇବା ଲକ୍ଷ୍ୟ
    - ଚାଷୀଙ୍କୁ ୧୫ ଲକ୍ଷ କୋଟି ଋଣ ପ୍ରଦାନ ଲକ୍ଷ୍ୟ

    ବଜେଟ ୨୦୨୦
    - ସ୍ୱାସ୍ଥ୍ୟ ପାଇଁ ଅତିରିକ୍ତ ୬୯ ହଜାର କୋଟି ଟଙ୍କା
    - ସ୍ୱଚ୍ଛ ଭାରତ ଯୋଜନା ପାଇଁ ୧୨୩୦୦ କୋଟି ଟଙ୍କା
    - ଜଳଜୀବନ ମିଶନ ଜରିଆରେ ଗାଁକୁ ଯିବ ପାଇପ ପାଣି, ବଜେଟରେ ୩.୬ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ
    - ଦେଶର ୧୦୦ ଶିକ୍ଷାନୁଷ୍ଠାନ ଜରିଆରେ ଅନଲାଇନ ଶିକ୍ଷା କାର୍ଯ୍ୟକ୍ରମ
    - ଶିକ୍ଷା ପାଇଁ ୯୯୩୦୦ କୋଟି ଟଙ୍କା, ଦକ୍ଷତା ବିକାଶ ପାଇଁ ୩ ହଜାର କୋଟି ଟଙ୍କା
    - ପ୍ରତି ଜିଲ୍ଲାରେ ଜନଔଷଧି କେନ୍ଦ୍ର
    - ୫ ନୂଆ ସ୍ମାର୍ଟ ସିଟି କରାଯିବ
    - ଏସିଆ ଓ ଆଫ୍ରିକୀୟ ଦେଶରେ ‘ଇଣ୍ଡ-ସାଟ’ ପରୀକ୍ଷା କରାଯିବ  । ଯାହାଦ୍ୱାରା ଭାରତ ଉଚ୍ଚଶିକ୍ଷାର କେନ୍ଦ୍ର ପାଲଟିପାରିବ  ।

    Maximum 500 characters

    ଅର୍ଥନୀତି View all

    Find Us on Facebook