Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆସନ୍ତାକାଲିଠାରୁ ମାଟ୍ରିକ୍ ଖାତା ଦେଖା

ଖୋର୍ଦ୍ଧା: ହାତୀ ଆକ୍ରମଣରେ ୩ ଭାଇ ଆହତ, ୨ ଗୁରୁତର

କଟକ: ମର୍କତନଗର ଥାନା କାଠଯୋଡ଼ି ବିହାର ବସ୍ତିରେ ଦୁଷ୍ଟାମୀ ପାଇଁ ୬ ବର୍ଷର ଝିଅକୁ ଚେଙ୍କ ଦେଲା ମା’

ରାଜ୍ୟରେ ଆଉ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭାରତରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଇଦ ଶୁଭେଚ୍ଛା

କାମାକ୍ଷାନଗର: ଭୁଜାଲି ଦେଖାଇ ୩ ଲକ୍ଷ ଲୁଟ

ଶୀଘ୍ର ଚାଲିବ ‘ମୋ ବସ’, କେଉଁ ରୁଟରେ କେତେ ବସ ଚାଲିବ ମଙ୍ଗଳବାର ନିଷ୍ପତ୍ତି

banner

ରାଜନୀତି

ମୁଖ୍ୟ ଖବର

    ମଧ୍ୟପ୍ରଦେଶରେ ଏକାକୀ ଲଢ଼ିବ ବିଏସପି

    Share on :
    ajab-Image
    Date: May 23, 2020    Views: 3017

    ଭୋପାଳ: ଉତ୍ତରପ୍ରଦେଶରେ କଂଗ୍ରେସକୁ କଡ଼ା କଥା ଶୁଣାଇବା ପରେ ମଧ୍ୟପ୍ରଦେଶରେ ଆଗକୁ ହେବାକୁ ଥିବା ୨୪ ବିଧାନସଭା ଉପନିର୍ବାଚନରେ ଏକାକୀ ଲଢ଼ିବାକୁ ଘୋଷଣା କରିଛି ବିଏସପି । ତାଙ୍କ ଦଳ ମଧ୍ୟପ୍ରଦେଶରେ କୌଣସି ମେଣ୍ଟ କରିବ ନାହିଁ ବୋଲି ରାଜ୍ୟ ସଭାପତି ରମାକାନ୍ତ ପିପ୍ପଲ କହିଛନ୍ତି । ମଧ୍ୟପ୍ରଦେଶ ବିଧାନସଭାରେ ମୋଟ ୨୩୦ ଆସନ ମଧ୍ୟରୁ କମଳନାଥ ସରକାରର ୨୨ ଜଣ ବିଧାୟକ ଇସ୍ତଫା ଦେଇଥିଲେ । ଅନ୍ୟ ୨ ଆସନରେ ଜଣେ କଂଗ୍ରେସ ଓ ଜଣେ ବିଜେପି ବିଧାୟକ ମୃତୁ୍ୟବରଣ କରିବା ପରେ ଏହି ଆସନ ଗୁଡ଼ିକ ଖାଲି ପଡ଼ିଛି । ତେଣୁ ଏହି ଆସନ ଗୁଡ଼ିକୁ ମିଶାଇ ୨୪ଟି ଆସନରେ ନିର୍ବାଚନ ହେବ । ମଧ୍ୟପ୍ରଦେଶରେ ବିଏସପିର ୨ ଜଣ ବିଧାୟକ ଅଛନ୍ତି ଏବଂ ଏମାନେ କମଳ ନାଥ ସରକାରଙ୍କୁ ସମର୍ଥନ ଦେଇଥିଲେ । ୧୩ ଆସନରେ ପୂର୍ବରୁ ବିଏସପି ବିଧାୟକ ଥିଲେ । ତେଣୁ ତାଙ୍କ ଦଳ ସୁଶ୍ରୀ ମାୟାବତୀଙ୍କ ନିଦେ୍ର୍ଧଶ ଅନୁସାରେ ପ୍ରସ୍ତୁତ କରି ଏକାକୀ ନିର୍ବାଚନ ଲଢ଼ିବ ।

    Maximum 500 characters

    ରାଜନୀତି View all

    Find Us on Facebook