Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଭଉଣୀ ଗାଳି ଦେଲା ବୋଲି ନିଜ ଦେହରେ ନିଅାଁ ଲଗାଇ ଦେଲା ନବମ ଶ୍ରେଣୀର ଛାତ୍ର

ଟଙ୍କା ପାଇଁ ହାଣିଲେ, ବାଇକ ଲୁଟିନେଲେ

ଉଠା ଦୋକାନୀଙ୍କ ତାଲିକା ମିଳିବା ପରେ ଥଇଥାନ ବ୍ୟବସ୍ଥା କରାଯିବ : ମନ୍ତ୍ରୀ

ବୋକୋରୋରେ ଦୁଇ ଯବାନ ସହିଦ, ଜଣେ ଆହତ

ଉତର ପୂର୍ବାଂଚଳରେ ୧୧ ଘଂଟିଆ ବନ୍ଦ ଡାକରା : ଦୋକାନ, କଲେଜ ସବୁ ବନ୍ଦ

ଗୁମ୍ଫା ଭିତରୁ ଯୁବକଙ୍କ ଶବ ଉଦ୍ଧାର

ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଉଚ୍ଛେଦକୁ ବିରୋଧ କଲେ ବ୍ୟବସାୟୀ ଓ ନେତା, ଦାବି : ‘ଆଗ ଥଇଥାନ, ପଛରେ ଉଚ୍ଛେଦ’

banner

ଆଂଚଳିକ

ମୁଖ୍ୟ ଖବର

    ଧାମରାରେ ବୁଡିଲା ବୋଟ୍; ବର୍ତ୍ତିଲେ ୯ ମତ୍ସ୍ୟଜୀବୀ

    Share on :
    ajab-Image
    Date: Nov 9, 2019    Views: 13

    ଧାମରା: ଧାମରାର ପ୍ରତିରକ୍ଷା ଘାଟି ନିକଟରେ ବୋଟ୍‌ ବୁଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ୯ଜଣ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଭୋର ସମୟରେ ପ୍ରତିରକ୍ଷା ଘାଟି ନିକଟରେ ଲଙ୍ଗର କରି ରହିଥିବା ବେଳେ ଢେଉ ମାଡରେ ବୋଟଟି ଭାଙ୍ଗି ବୁଡି ଯାଇଥିଲା। ବୋଟରେ ୯ ଜଣ ମତ୍ସ୍ୟଜୀବୀ ଥିଲେ। ସେମାନେ ଦୀର୍ଘ ୨ କିମି ପାଣିରେ ପହଁରି ନିକଟସ୍ଥ ଏକ ଜଙ୍ଗଲରେ ଆଶ୍ରୟ ନେଇଥିଲେ। ସେମାନଙ୍କୁ ଜିଲା ପ୍ରଶାସନ ଏପର୍ୟ୍ୟନ୍ତ ଉଦ୍ଧାର କରିନାହିଁ। ସୁରକ୍ଷିତ ଭାବେ ସମସ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି।

    Maximum 500 characters

    ଆଂଚଳିକ View all

    Find Us on Facebook