Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆସନ୍ତାକାଲିଠାରୁ ମାଟ୍ରିକ୍ ଖାତା ଦେଖା

ଖୋର୍ଦ୍ଧା: ହାତୀ ଆକ୍ରମଣରେ ୩ ଭାଇ ଆହତ, ୨ ଗୁରୁତର

କଟକ: ମର୍କତନଗର ଥାନା କାଠଯୋଡ଼ି ବିହାର ବସ୍ତିରେ ଦୁଷ୍ଟାମୀ ପାଇଁ ୬ ବର୍ଷର ଝିଅକୁ ଚେଙ୍କ ଦେଲା ମା’

ରାଜ୍ୟରେ ଆଉ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭାରତରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଇଦ ଶୁଭେଚ୍ଛା

କାମାକ୍ଷାନଗର: ଭୁଜାଲି ଦେଖାଇ ୩ ଲକ୍ଷ ଲୁଟ

ଶୀଘ୍ର ଚାଲିବ ‘ମୋ ବସ’, କେଉଁ ରୁଟରେ କେତେ ବସ ଚାଲିବ ମଙ୍ଗଳବାର ନିଷ୍ପତ୍ତି

banner

ଆଂଚଳିକ

ମୁଖ୍ୟ ଖବର

    ବାଣ ବିସ୍ଫୋରଣରେ ୨ ମୃତ

    Share on :
    ajab-Image
    Date: May 6, 2020    Views: 2496

    ଢେଙ୍କାନାଳ: ବାଣ ବିସ୍ଫୋରଣରେ ୨ ଜଣ ଶିଶୁଙ୍କ ମୃତୁ୍ୟ ହୋଇଥିବାବେଳେ ଜଣେ  ଗୁରୁତର ଆହତ ହୋଇଥିବା ଜଣାଯାଇଛି ।  ଡୁମୁସିଙ୍ଗା ଥାନା ସୋଗର ଗ୍ରାମରେ ଏଭଳି ଲୋକଟାଙ୍କୁରା ଘଟଣା ଘଟିଛି ।  ଘରେ ଗଚ୍ଛିତ ଥିବା ବାଣରେ ନିଆଁ ଲାଗିଯିବାରୁ  ବିସ୍ଫୋରଣ ଘଟିଥିଲା ।  ଫଳରେ ଘର ଭିତରେ ଥିବା ଜଣେ ୬ ବର୍ଷ ଓ ଜଣେ ୮ ବର୍ଷର ଶିଶୁର ମୃତୁ୍ୟ  ହୋଇଛି ।  ଅନ୍ୟପକ୍ଷରେ ଅଗ୍ନିଶମ ବିଭାଗ ପକ୍ଷରୁ ଗୁରୁତର ଅବସ୍ଥାରେ ଜଣେ ଶିଶୁକୁ ଉଦ୍ଧାର  କରାଯାଇ କଟକ ସ୍ଥାନାନ୍ତର କରାଯାଇଛି ।  ବାଣ ବିସ୍ଫୋରଣର କାରଣ ସମ୍ପର୍କରେ କିଛି ଜଣାପଡ଼ିନଥିବାବେଳେ ପୁଲିସ ଘଟଣାର ତନାଗନା କରୁଛି । 

    Maximum 500 characters

    ଆଂଚଳିକ View all

    Find Us on Facebook