Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ମାହାଙ୍ଗା ଡବଲ ମର୍ଡର ଘଟଣା, ବିଜେପିର ପଦଯାତ୍ରା ଆରମ୍ଭ

    Share on :
    ajab-Image
    Date: Mar 17, 2021    Views: 6235

    କଟକ: ମାହାଙ୍ଗା ଡବଲ ମର୍ଡର ଘଟଣା । ନ୍ୟାୟ ପାଇଁ ବିଜେପିର ପଦଯାତ୍ରା ଆରମ୍ଭ । ମାହାଙ୍ଗାରୁ ରାଜଧାନୀ ଅଭିମୁଖେ ପଦଯାତ୍ରା ଆରମ୍ଭ କରିଛି ବିଜେପି । ଆସନ୍ତା ୨୦ ତାରିଖରେ ବିଧାନସଭା ଘେରାଉ କରିବ ଦଳ । ରାଜ୍ୟରେ ବିପର୍ୟ୍ୟସ୍ତ ଆଇନୃଙ୍ଖଳା ପରିସ୍ଥିତି, ମାହାଙ୍ଗା ଡବଲ ମର୍ଡର ଓ ୩୦୨ ଦଫା ଲାଗିଥିବା ଆସାମୀକୁ ସୁରକ୍ଷା ଦେବା ପ୍ରତିବାଦରେ ଚଳିତ ମାସ ୨୦ ତାରିଖ ପୂର୍ବାହ୍ନରେ ବିଜେପି ବିଧାନସଭା ଘରାଉ କରିବ ।
    ଏ ନେଇ ଆଜି ପ୍ରଥମ ଦିନରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ରଘୁନାଥଜୀଉ ପୀଠ କୁଳିଆଠାରୁ ପଦଯାତ୍ରା ଆରମ୍ଭ ହୋଇଛି । ଦ୍ୱିତୀୟ ଦିନରେ ଏହା ଜଗତପୁରରୁ ପ୍ରତପାନଗରୀ, ତୃତୀୟ ଦିନରେ ଏହା ପ୍ରତପାନଗରୀରୁ ରାମ ମନ୍ଦିର ଓ ଚତୁର୍ଥ ଦିନ ଅର୍ଥାତ ୨୦ ତାରିଖ ପୂର୍ବାହ୍ନରେ ରାମ ମନ୍ଦିରରୁ ବାହାରି ବିଧାନସଭା ଘେରାଉ କରିବ ବିଜେପି ।

    Maximum 500 characters

    ରାଜନୀତି View all

    Find Us on Facebook