Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ‘ ଓଡ଼ିଶାରେ ସରକାର କରିବୁ’

    Share on :
    ajab-Image
    Date: Jan 6, 2021    Views: 4828

    ଭୁବନେଶ୍ୱର: ୫୦ ବର୍ଷର କଂଗ୍ରେସ ଶାସନକୁ ହଟେଇଛୁ ।  ଓଡ଼ିଶାରେ ବି ସରକାର କରିବୁ ।  ବୁଧବାର ଓଡ଼ିଶା ବିଜେପିର ସହପ୍ରଭାରୀ ବିଜୟ ପାଲ ସିଂ ତୋମାର ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି । 

     ସେ କହିଛନ୍ତି ଯେ, ବେଙ୍ଗଲ ଭଳି ଓଡ଼ିଶାରେ ବି ହିଂସା ହେଉଛି । ତେବେ  ଲୋକତନ୍ତ୍ରରେ ହିଂସାର ସ୍ଥାନ ନାହିଁ ।  ଆସନ୍ତା ନିର୍ବାଚନରେ ଆମେ ୫୧ ପ୍ରତିଶତ ଭୋଟ ସହ କ୍ଷମତାକୁ ଆସିବେ । ୫୦ ବର୍ଷର କଂଗ୍ରେସ ଶାସନକୁ ହଟେଇଛୁ ।  ଓଡ଼ିଶାରେ ବି ସରକାର କରିବୁ । ଏଥିସହ ବୁଥସ୍ତରରେ ସଂଗଠନକୁ ମଜବୁତ କରାଯାଉଛି ବୋଲି ବିଜେପିର ସହପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି । 

    Maximum 500 characters

    ରାଜନୀତି View all

    Find Us on Facebook