ମୁଖ୍ୟ ଖବର
ଭୁବନେଶ୍ୱର: ଶୁକ୍ରବାର ବିଜେଡି ଜିଲ୍ଲା ସଭାପତି ତାଲିକା ଘୋଷଣା ହୋଇଛି । ୩୩ଟି ସାଙ୍ଗଠନିକ ଜିଲା ପାଇଁ ଘୋଷଣା ହୋଇଥିବା ଜିଲା ସଭାପତି ତାଲିକାରେ ୧୯ ଜଣ ନୂଆ ମୁହଁ ସ୍ଥାନ ପାଇଥିବା ବେଳେ ୧୪ ଜଣ ପୁରୁଣା ସଦସ୍ୟଙ୍କୁ ସ୍ଥାନ ମିଳିଛି। ତେବେ କିଏ କେଉଁ ଜିଲ୍ଲାର ବିଜେଡି ସଭାପତି ହେଲେ ସେ ସମ୍ପର୍କରେ ଜାଣନ୍ତୁ:
ଭୁବନେଶ୍ୱର- ଅନନ୍ତ ନାରାୟଣ ଜେନା
ଖୋର୍ଦ୍ଧା-ବିଭୂତି ବଳବନ୍ତରାୟ
ଅନୁଗୁଳ- ମହେନ୍ଦ୍ର ବସ୍ତିଆ
ବାଲେଶ୍ୱର- ରବୀନ୍ଦ୍ର ଜେନା
ବରଗଡ଼-ବିଜୟ ରଞ୍ଜନ ସିଂ ବରିହା
ଭଦ୍ରକ-ଜଗନ୍ନାଥ ସ୍ୱାଇଁ
ବଲାଙ୍ଗୀର- ଟୁକୁନି ସାହୁ
ବୌଦ୍ଧ-ମହିଧର ରଣା
କଟକ- ଦେବାଶିଷ ସାମନ୍ତରାୟ
ଦେବଗଡ଼-ରୋମାଞ୍ଚ ରଞ୍ଜନ ବିଶ୍ୱାଳ
ଢେଙ୍କାନାଳ- ପ୍ରଫୁଲ୍ଲ ମଲ୍ଲିକ
ଗଜପତି-ପ୍ରଦୀପ ନାୟକ
ଗଞ୍ଜାମ- ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ
ଜଗତସିଂହପୁର- ପ୍ରଶାନ୍ତ ମୁଦୁଲି
ଯାଜପୁର- ସରୋଜ ମହାପାତ୍ର
ଝାରସୁଗୁଡ଼ା- କିଶୋର ମହାନ୍ତି
କଳାହାଣ୍ଡି-ପୁଷ୍ପେନ୍ଦ୍ର ସିଂଦେଓ
କନ୍ଧମାଳ- ସରୋଜ କର୍ଣ୍ଣ
କେନ୍ଦ୍ରାପଡ଼ା-ଉକ୍ରଳ କେଶରୀ ପରିଡ଼ା
କେନ୍ଦୁଝର-ମାଧବ ସର୍ଦ୍ଧାର
କୋରାପୁଟ- ଇଶ୍ୱର ପାଣି୍ରଗାହୀ
ମାଲକାନଗିରି-ପୂର୍ଣ୍ଣଚନ୍ଦ୍ର ବାକା
ପୁରୀ- ମହେଶ୍ୱର ମହାନ୍ତି
ମୟୂରଭଞ୍ଜ- କାଶୀନାଥ ହେମ୍ବ୍ରମ
ମୟୂରଭଞ୍ଜ ସଦର- ସୁଦାମ ମାରାଣ୍ଡି
ନବରଙ୍ଗପୁର-ରମେଶ ମାଝୀ
ନୟାଗଡ଼-ରମେଶ ବେହେରା
ନୂଆପଡ଼ା- ମନୋଜ ମିଶ୍ରୟ
ରାୟଗଡ଼ା- ସୁଧୀର ଦାସ
ରାଉରକେଲା-ସାରଦା ନାୟକ
ସମ୍ବଲପୁର-ସିର୍ଦ୍ଧାର୍ଥ ଦାସ
ସୁବର୍ଣ୍ଣପୁର-ସରୋଜ କମ୍ପ
ସୁନ୍ଦରଗଡ଼-ବିନୟ ଟପ୍ପୋ
Comments ସମସ୍ତ ମତାମତ