Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ବିଜୟ ହଜାରେ ଟ୍ରଫି ପାଇଁ ଓଡ଼ିଶା ଟିମ ଘୋଷଣା

    Share on :
    ajab-Image
    Date: Feb 10, 2021    Views: 4248

    ଭୁବନେଶ୍ୱର: ବିଜୟ ହଜାରେ ଟ୍ରଫି ପାଇଁ ୨୨ ଜଣିଆ ଓଡ଼ିଶା ଟିମ ଘୋଷଣା କରାଯାଇଛି । ଏହି ଟିମରେ ଶାନ୍ତନୁ ମିଶ୍ରଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି  ।

    ଏଥିସହ ଟିମରେ ୮ ଜଣ ନୂଆ ଖେଳାଳିଙ୍କୁ ସାମିଲ କରାଯାଇଛି । ଏନେଇ ଓସିଏ ଚୟନ କମିଟି ମୁଖ୍ୟ ପ୍ରଭଞ୍ଜନ ମଲ୍ଲିକ ସୂଚନା ଦେଇଛନ୍ତି । 

    ଆସନ୍ତା ୨୦ରୁ ବେଙ୍ଗାଲୁରୁରେ ବିଜୟ ହଜାରେ ଟ୍ରଫି ଆରମ୍ଭ ହେବ । 

    Maximum 500 characters

    ଖେଳ ଖବର View all

    Find Us on Facebook