ମୁଖ୍ୟ ଖବର
ନୂଆଦିଲ୍ଲୀ : କେନ୍ଦ୍ର ସରକାର ଦେଶର ଶ୍ରେଷ୍ଠ ସହରର ତାଲିକା ପ୍ରଦାନ କରିଛନ୍ତି । ଗୁଣବତା, ଆର୍ଥିକ ବ୍ୟବସ୍ଥା ଓ ବିକାଶ ଭଳି ମାନଦଣ୍ଡକୁ ଭିତିକରି ସହରଗୁଡ଼ିକୁ ଚୟନ କରାଯାଇଛି । ଏନେଇ ହୋଇଥିବା ସର୍ବେକ୍ଷଣରେ ୩୨ ଲକ୍ଷ ଲୋକ ଭାଗ ନେଇଥିଲେ ।
୧୦ ଲକ୍ଷରୁ ଉଦ୍ଧ୍ୱର୍ ଲୋକ ଥିବା ସହର
୧. ବେଙ୍ଗାଲୁର : ୬୬.୭୦
୨. ପୁଣେ : ୬୬.୨୭
୩. ଅହମ୍ମଦାବାଦ : ୬୪.୮୭
୪. ଚେନ୍ନାଇ : ୬୨.୬୧
୫. ସୁରତ : ୬୧.୭୩
୬. ନଭି ମୁମ୍ବାଇ : ୬୧.୬୦
୭. କୋଏମ୍ବାଟୁର : ୫୯.୭୨
୮. ବଡେ଼ାଦରା : ୫୯.୨୪
୯. ଇନେ୍ଦାର : ୫୮.୫୮
୧୦. ଗ୍ରେଟର ମୁମ୍ବାଇ : ୫୮.୨୩
୧୦ ଲକ୍ଷରୁ କମ ଲୋକ ଥିବା ସହର
୧. ଶିମଲା : ୬୦.୯୦
୨. ଭୁବନେଶ୍ୱର : ୫୯.୫୮
୩. ସିଲଭାଷା : ୫୮.୪୩
୪. କାକିନାଡ଼ା : ୫୬.୮୪
୫. ସେଲମ : ୫୬.୪୦
୬. ଭେଲୋର : ୫୬.୩୮
୭. ଗାନ୍ଧୀନଗର : ୫୬.୨୫
୮. ଗୁରୁଗ୍ରାମ : ୫୬.୦୦
୯. ଦାବନଗେରେ : ୫୫.୨୫
୧୦. ତିରୁଚିରାପଲ୍ଲୀ : ୫୫.୨୪
Comments ସମସ୍ତ ମତାମତ