Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଦେଶର ସବୁଠୁ ଭଲ ସହର କିଏ ? ଜାଣନ୍ତୁ କିଏ ଉପରେ କିଏ ତଳେ

    Share on :
    ajab-Image
    Date: Mar 4, 2021    Views: 4019

    ନୂଆଦିଲ୍ଲୀ : କେନ୍ଦ୍ର ସରକାର ଦେଶର ଶ୍ରେଷ୍ଠ ସହରର ତାଲିକା ପ୍ରଦାନ କରିଛନ୍ତି  । ଗୁଣବତା, ଆର୍ଥିକ ବ୍ୟବସ୍ଥା ଓ ବିକାଶ ଭଳି ମାନଦଣ୍ଡକୁ ଭିତିକରି ସହରଗୁଡ଼ିକୁ ଚୟନ କରାଯାଇଛି  । ଏନେଇ ହୋଇଥିବା ସର୍ବେକ୍ଷଣରେ ୩୨ ଲକ୍ଷ ଲୋକ ଭାଗ ନେଇଥିଲେ  ।

    ୧୦ ଲକ୍ଷରୁ ଉଦ୍ଧ୍ୱର୍ ଲୋକ ଥିବା ସହର
    ୧. ବେଙ୍ଗାଲୁର : ୬୬.୭୦
    ୨. ପୁଣେ : ୬୬.୨୭
    ୩. ଅହମ୍ମଦାବାଦ : ୬୪.୮୭
    ୪. ଚେନ୍ନାଇ : ୬୨.୬୧
    ୫. ସୁରତ : ୬୧.୭୩
    ୬. ନଭି ମୁମ୍ବାଇ : ୬୧.୬୦
    ୭. କୋଏମ୍ବାଟୁର : ୫୯.୭୨
    ୮. ବଡେ଼ାଦରା : ୫୯.୨୪ 
    ୯. ଇନେ୍ଦାର : ୫୮.୫୮
    ୧୦. ଗ୍ରେଟର ମୁମ୍ବାଇ : ୫୮.୨୩

    ୧୦ ଲକ୍ଷରୁ କମ ଲୋକ ଥିବା ସହର
    ୧. ଶିମଲା : ୬୦.୯୦
    ୨. ଭୁବନେଶ୍ୱର : ୫୯.୫୮
    ୩. ସିଲଭାଷା : ୫୮.୪୩
    ୪. କାକିନାଡ଼ା : ୫୬.୮୪
    ୫. ସେଲମ : ୫୬.୪୦
    ୬. ଭେଲୋର : ୫୬.୩୮
    ୭. ଗାନ୍ଧୀନଗର : ୫୬.୨୫
    ୮. ଗୁରୁଗ୍ରାମ : ୫୬.୦୦
    ୯. ଦାବନଗେରେ : ୫୫.୨୫
    ୧୦. ତିରୁଚିରାପଲ୍ଲୀ : ୫୫.୨୪

    Maximum 500 characters

    ତାଜା ଖବର View all

    Find Us on Facebook