Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଗ୍ରୁପ-୩ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସିସିଆର ଦରକାର ପଡ଼ିବନି: ମୁଖ୍ୟ ଶାସନ ସଚିବ

banner

ତାଜା ଖବର

ମୁଖ୍ୟ ଖବର

    କଟକରେ ସର୍ବାଧିକ ଭିକାରୀ

    Share on :
    ajab-Image
    Date: Feb 15, 2020    Views: 4257

    ଭୁବନେଶ୍ୱର: ଓଡ଼ିଶାରେ ମୋଟ ୫୯୫୦ଜଣ ଭିକାରୀ ଅଛନ୍ତି ।  ତନ୍ମଧ୍ୟରୁ କଟକରେ ସର୍ବାଧିକ ୧୦୬୦ଜଣ ଭିକାରୀ ଅଛନ୍ତି ।  ଆଜି ବିଧାନସଭାରେ ସାମାଜିକ  ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି ।  ତାଙ୍କ ସୂଚନା ଅନୁଯାୟୀ ଗଞ୍ଜାମରେ ଦ୍ୱିତୀୟ ସର୍ବାଧିକ ୫୪୫, ସୁନ୍ଦରଗଡ଼ରେ ୪୨୩ ,  ପୁରୀରେ ୩୬୬ ଓ ଖୋର୍ଦ୍ଧାରେ ୧୯୭ଜଣ ଭିକାରୀ ଥିବା ମନ୍ତ୍ରୀ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । 

    Maximum 500 characters

    ତାଜା ଖବର View all

    Find Us on Facebook