Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଭଦ୍ରକ: ଜାଗରରୁ ଫେରୁଥିବାବେଳେ ମହିଳାଙ୍କୁ ଗଣଦୁଷ୍କର୍ମ

ପୁରୀ: କନକଦୁର୍ଗା ହାଇସ୍କୁଲରେ ଧରାପଡ଼ିଲା ନକଲି ପରୀକ୍ଷାର୍ଥୀ

banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବୈଜୟନ୍ତଙ୍କ ଓଲଟା ବାଣ

    Share on :
    ajab-Image
    Date: Jan 8, 2020    Views: 5273

    ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନ ବା ସିଏଏକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରାଯାଉଛି । ସିଏଏକୁ କଂଗ୍ରେସ ମୁସଲମାନ ବିରୋଧୀ କହୁଥିବାବେଳେ  ବୁଧବାର ବିଜେପି ରାଷ୍ଟ୍ରୀୟ  ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କଂଗ୍ରେସକୁ ଓଲଟା ବାଣ ମାରିଛନ୍ତି । ୨୦୦୩ର ଏକ ଦସ୍ତାବିଜକୁ ଟ୍ୱିଟ କରି ବୈଜୟନ୍ତ କଂଗ୍ରେସକୁ ଏହି ବାଣ ମାରିଛନ୍ତି । ଉକ୍ତ ଟ୍ୱିଟରେ ୨୦୦୩ର ରାଜ୍ୟସଭା ଷ୍ଟାଣ୍ଡିଂ କମିଟିର ରିପୋର୍ଟକୁ ଦେଖାଇଛନ୍ତି ବୈୟଜନ୍ତ ପଣ୍ଡା ।  ୨୦୦୩ରେ ସଂସଦରେ  ନାଗରିକତା ସଂଶୋଧନ ବିଲ ଆଗତ ହୋଇଥିଲା ।  ଉକ୍ତ ବିଲରେ ପାକିସ୍ତାନ ଓ ବାଂଲାଦେଶ ସଂଖ୍ୟାଲଘୁଙ୍କୁ ନାଗରିକତା ଦେବା ସମ୍ପର୍କରେ ପ୍ରସ୍ତାବ ଥିଲା ।  ନାଗରିକତା ପ୍ରସ୍ତାବ ସହ ଜାତୀୟ ପରିଚୟପତ୍ର୍ର ଦେବ ପ୍ରସ୍ତାବ ଥିଲା ।  ଆଉ କିଛି କହିବା ଅନାବଶ୍ୟକ । ଏତିକି ଦସ୍ତାବିଜ  ଯଥେଷ୍ଟ ବୋଲି  ବିଜେପି ରାଷ୍ଟ୍ରୀୟ  ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଟ୍ୱିଟ କରି କହିଛନ୍ତି । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook