Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଏଟି ଗ୍ରୁପ ଏଜେଣ୍ଟ ଗିରଫ

    Share on :
    ajab-Image
    Date: Nov 5, 2019    Views: 19

    ପାରାଦୀପ: ଚିଟଫଣ୍ଡ ସଂସ୍ଥା ଏଟି ଗ୍ରୁପର ଜଣେ ଏଜେଣ୍ଟକୁ ପୁଲିସ ଗିରଫ କରିଛି ।  ଗିରଫ ଜଣକ ହେଲେ ପବିତ୍ର ଦାଶ ।  ଅଭୟଚାନ୍ଦପୁର ପୁଲିସ ତାଙ୍କୁ ଗିରଫ କରିଛି ।  ୨୦୧୪ରେ ପବିତ୍ର  ମୋଟ ୧୧ ଜଣଙ୍କ ନିକଟରୁ ୩୫ ଲକ୍ଷ ଟଙ୍କା ହଡ଼ପ କରିଥିବା  ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଛି । 

    Maximum 500 characters

    ଆଂଚଳିକ View all

    Find Us on Facebook