Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆନନ୍ଦପୁର: ଏନଏଚ ୨୦ର ବରପଦା ଛକରେ ଚାଉଳ ବୋଝେଇ ଟ୍ରକ ଧକ୍କାରେ ଅଜା ଓ ନାତି ମୃତ

ହବିଷ୍ୟାଳୀଙ୍କ ପାଇଁ କଟକଣା ଜାରି

ବାଲେଶ୍ୱରରେ ବିକାଶ ଦାୟିତ୍ୱ ମୁଁ ନିଜେ ବୁଝିବି:ନବୀନ

ପୋଲିସ ଗୁଳିରେ ପ୍ରାଣ ହରାଇଲା ନିସ୍ ଚର୍ଚ୍ଚ ଆତଙ୍କୀ

ପୁଲୱାମା ଆକ୍ରମଣରେ ପାକିସ୍ତାନର ସମ୍ପୃକ୍ତି ନେଇ ମନ୍ତ୍ରୀଙ୍କ ବଡ ଖୁଲାସା

୨ ତାରିଖରୁ ଖୋଲିବ ଏମ୍ସ ଓପିଡି

ଫ୍ରାନ୍ସ ଆକ୍ରମଣକୁ ନେଇ ମହାଥୀରଙ୍କ ବିବାଦୀୟ ବୟାନ

ଇଥାନଲର କ୍ରୟମୂଲ୍ୟ ବୃଦ୍ଧିକୁ ଧର୍ମେନ୍ଦ୍ରଙ୍କ ସ୍ୱାଗତ

banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଡେଙ୍ଗୁ ଲାଗି କେଜ୍ରିୱାଲଙ୍କ ମହାଅଭିଯାନ

    Share on :
    ajab-Image
    Date: Oct 12, 2020    Views: 3003

    ନୂଆଦିଲ୍ଲୀ: ସମଗ୍ର ଦେଶ କରୋନା ମହାମାରୀ ସହ ଲଢେ଼ଇ କରୁଥିବାବେଳେ ଦିଲ୍ଲୀ ଲାଗି ଚିନ୍ତା ବଢ଼ାଇଛି ଡେଙ୍ଗୁ  । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଜ୍ୟଲାଗି ମହାଅଭିଯାନ ଆରମ୍ଭ କରିଦେଇଛନ୍ତି  । ଡେଙ୍ଗୁ ସହ ମୁକାବିଲା କରିବା ଲାଗି ସରକାରଙ୍କ ଦ୍ୱାରା କରାଯାଉଥିବା ‘୧୦ସପ୍ତାହ, ୧୦ଟା ବାଜି ୧୦ମିନିଟ’ ମହାଅଭିଯାନର ଏବେ ଷଷ୍ଠ ପ୍ତାହ ପ୍ରବେଶ କରିଛି  । ଏହି ଅଭିଯାନରେ ଡେଙ୍ଗୁକୁ ହରାଇବା ଲାଗି ଦିଲ୍ଲୀର ପ୍ରତ୍ୟେକ ପରିବାରଙ୍କୁ ଡେଙ୍ଗୁ ହରାଇବା ଲାଗି ପ୍ରୋତ୍ସାହନ ଦିଆଯିବ  । ତେଣୁ ପ୍ରତ୍ୟେକ ରବିବାର ନିଜର ସମୟ ବାହାର କରି ୧୦ମିନିଟ ନିଜ ଘରେ ବା ଆଖପାଖରେ ଜମି ରହିଥିବା ଅଳିଆ ଆବର୍ଜନା ସଫା କରିବା, ବ୍ୟବହାର କରୁଥିବା କୁଲର, ଏସି, ଟାୟାର, ଫୁଲଦାନା ଇତ୍ୟାଦିରେ ଜମି ରହୁଥିବା ଅନାବଶ ପାଣିକୁ ପ୍ରତି ସପ୍ତାହରେ ବଦଳାନ୍ତୁ  । ଏହି ଜମା ପାଣିରେ ତେଲ କିମ୍ବା ପେଟ୍ରୋଲର କିଛି ଟୋପା ପାଣି ପକାନ୍ତୁ । ପାଣିଟାଙ୍କିୁ ସବୁସମୟରେ ଢ଼ାଙ୍କୁଣିରେ ଆଚ୍ଛାଦିତ କରି ରଖନ୍ତୁ, ନିଜ ସହ ନିଜର ବନ୍ଧୁ, କୁଟୁମ୍ବ ଓ ସମ୍ପର୍କିୟମାନଙ୍କୁ ଫୋନ କରି ଏହି ବିଷୟରେ ଜାଗୃକତା କରାନ୍ତୁ ବୋଲି ପରାମର୍ଶ କରିଛନ୍ତି ମୁଖ୍ୟମନ୍ତ୍ରୀ  ।  । ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ସମସ୍ତଙ୍କ ଚେଷ୍ଟା ଦ୍ୱାରା ଆମେ ଡେଙ୍ଗୁମଶାର ପ୍ରଜନନକୁ ରୋକିବପାରିବା ଏହାସହ ଡେଙ୍ଗୁରୁ ନିଜର ପରିବାର ଏବଂ ସମଗ୍ର ଦିଲ୍ଲୀକୁ ଡେଙ୍ଗୁରୁ ବଞ୍ଚାଇପାରିବା  । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook