Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବେନିୟମ କାର୍ଯ୍ୟ ଗ୍ରହଣୀୟ ନୁହେଁ: ଅପରାଜିତା

    Share on :
    ajab-Image
    Date: Mar 18, 2021    Views: 7193

    ଭୁବନେଶ୍ୱର: ଐତିହ୍ୟ ସଂରକ୍ଷଣ କ୍ଷେତ୍ରରେ ନିର୍ଦ୍ଧାରିତ ନିୟମ ମାନିବା ପ୍ରସଙ୍ଗଙ୍କୁ ନେଇ ଅପରାଜିତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ଆମସର ଆକ୍ଟ ନେଇ ରାଜ୍ୟକୁ କେନ୍ଦ୍ରର ଚିଠି ଉପରେ ଅପରାଜିତା ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ଏହି ପ୍ରତିକ୍ରିୟା ଟ୍ୱିଟ କରି ପ୍ରକାଶ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଆମେ ସମସ୍ତେ ଚାହୁଁ କୀର୍ତିରାଜିର ଉନ୍ନତୀକରଣ ହେଉ । ତେବେ, ଉନ୍ନତୀକରଣ ନିର୍ଦ୍ଧାରିତ ନିୟମ ଆଧାରରେ ହେଉ । ରାଜ୍ୟ ସରକାରଙ୍କ ଦ୍ୱାରା ହେଉଥିବା ବେନିୟମ କାର୍ଯ୍ୟ ସ୍ପୃହଣୀୟ ନୁହେଁ ବୋଲି ସେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି  । 

    Maximum 500 characters

    ରାଜନୀତି View all

    Find Us on Facebook