ମୁଖ୍ୟ ଖବର
ଝାସୁଗୁଡ଼ା: ମା ଓ ଝିଅ ହତ୍ୟା ମାମଲାରେ ଅନୁପ ସାଏ ଗିରଫ ଘଟଣାରେ ଆଉ ୨ ଜଣଙ୍କୁ ନୋଟିସ ଜାରି କରାଯାଇଛି । ମୃତ କଳ୍ପନା ଦାସଙ୍କ ଜଣେ ଭାଇ ଓ ଜଣେ ଭାଉଜଙ୍କୁ ନୋଟିସ ଜାରି ରଖାଯାଇଛି । ବ୍ରଜରାଜନଗର ରାଜପୁରରେ ରହୁଥିବା ଭାଇ ବରୁଣ ଦାସ ଓ ବଘରାଚକାରେ ରହୁଥିବା ଭାଉଜଙ୍କୁ ନୋଟିସ ଜାରି କରାଯାଇଛି । ରାୟଗଡ଼ ପୁଲିସ ପକ୍ଷରୁ ଏହି ନୋଟିସ ଜାରି କରାଯାଇ ଉଭୟଙ୍କୁ ହାଜର ହେବାକୁ କୁହାଯାଇଛି ।
Comments ସମସ୍ତ ମତାମତ