Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ରାଜଧାନୀ ଭୁବନେଶ୍ୱରରେ ଗୁରୁବାର ଠାରୁ ହେବ ଔଷଧ ହୋମଡେଲିଭରୀ

ସତ୍ୟନଗରରେ 4ପଜିଟିଭ :ବିଏମସି

କରୋନା ପାଇଁ ଲକଡାଉନ ଅବଧି ବଢିପାରେ !

ଦେଶରେ କରୋନା ମୃତ୍ୟୁ 149କୁ ବୃଦ୍ଧି

ସତ୍ୟନଗର କଣ୍ଟେନ୍ଟମେଣ୍ଟ ଅଂଚଳ ଘୋଷଣା

banner

ତାଜା ଖବର

ମୁଖ୍ୟ ଖବର

    ଡବଲ ମର୍ଡର: ଆଉ ୨ ଜଣଙ୍କୁ ନୋଟିସ

    Share on :
    ajab-Image
    Date: Feb 22, 2020    Views: 5080

    ଝାସୁଗୁଡ଼ା: ମା ଓ ଝିଅ ହତ୍ୟା ମାମଲାରେ ଅନୁପ ସାଏ ଗିରଫ ଘଟଣାରେ  ଆଉ ୨ ଜଣଙ୍କୁ ନୋଟିସ ଜାରି କରାଯାଇଛି । ମୃତ କଳ୍ପନା ଦାସଙ୍କ ଜଣେ ଭାଇ ଓ ଜଣେ ଭାଉଜଙ୍କୁ ନୋଟିସ ଜାରି ରଖାଯାଇଛି ।  ବ୍ରଜରାଜନଗର ରାଜପୁରରେ ରହୁଥିବା ଭାଇ ବରୁଣ ଦାସ ଓ  ବଘରାଚକାରେ ରହୁଥିବା ଭାଉଜଙ୍କୁ ନୋଟିସ ଜାରି କରାଯାଇଛି ।  ରାୟଗଡ଼ ପୁଲିସ ପକ୍ଷରୁ ଏହି ନୋଟିସ  ଜାରି କରାଯାଇ ଉଭୟଙ୍କୁ ହାଜର ହେବାକୁ କୁହାଯାଇଛି । 

    Maximum 500 characters

    ତାଜା ଖବର View all

    Find Us on Facebook