ମୁଖ୍ୟ ଖବର
ଭୁବନେଶ୍ୱର: ବିଜେଡି ନେତା ତଥା ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ପୁଲିସ ଥାନାରେ ଅଟକ ରଖିଛି । ତେବେ ଓଡ଼ିଶା ପୁଲିସ ନୁହେଁ ଛତିଶଗଡ଼ ପୁଲିସ ତାଙ୍କୁ ଅଟକ ରଖିଛି । ଛତିଶଗଡ଼ ଚକ୍ରଧରନଗର ଥାନାରେ ତାଙ୍କୁ ଅଟକ ରଖାଯାଇଛି । ଗତକାଲି ରାତିରେ ଅନୁପଙ୍କୁ ପୁଲିସ ଉଠାଇ ନେଇଥିବା ସୂଚନା ମିଳିଛି ।
Comments ସମସ୍ତ ମତାମତ