Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଗ୍ରୁପ-୩ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସିସିଆର ଦରକାର ପଡ଼ିବନି: ମୁଖ୍ୟ ଶାସନ ସଚିବ

banner

ତାଜା ଖବର

ମୁଖ୍ୟ ଖବର

    ଅନୁପ ସାଏ ଅଟକ!

    Share on :
    ajab-Image
    Date: Feb 13, 2020    Views: 3804

    ଭୁବନେଶ୍ୱର: ବିଜେଡି ନେତା ତଥା ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ପୁଲିସ ଥାନାରେ ଅଟକ ରଖିଛି । ତେବେ ଓଡ଼ିଶା ପୁଲିସ ନୁହେଁ ଛତିଶଗଡ଼ ପୁଲିସ ତାଙ୍କୁ ଅଟକ ରଖିଛି ।  ଛତିଶଗଡ଼ ଚକ୍ରଧରନଗର ଥାନାରେ ତାଙ୍କୁ ଅଟକ ରଖାଯାଇଛି ।  ଗତକାଲି ରାତିରେ ଅନୁପଙ୍କୁ ପୁଲିସ ଉଠାଇ ନେଇଥିବା ସୂଚନା ମିଳିଛି । 

    Maximum 500 characters

    ତାଜା ଖବର View all

    Find Us on Facebook