Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ବିବାହ ବନ୍ଧନରେ ଅମ୍ଳାନ

    Share on :
    ajab-Image
    Date: Feb 8, 2020    Views: 3233

    ଓଡିଆ ଚଳଚିତ୍ର ଜଗତର ଲୋକପ୍ରିୟ ନାୟକ ତଥା ବରିଷ୍ଠ ଅଭିନେତା ମିହିର ଦାସଙ୍କ ପୁଅ ଅମ୍ଳାନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଶୁକ୍ରବାର ସେ କଟକ ସିଡିଏ ସେକ୍ଟର ୮ରେ ଥିବା ନିଜ ବାସ ଭବନରେ ଭୂମିକାଙ୍କୁ ବିବାହ କରିଛନ୍ତି । ଏହି ବିବାହ ଉତ୍ସବରେ ଅମ୍ଳାନଙ୍କ ବାପା ମିହିର ଦାସଙ୍କ ସମେତ କେତେକ ପ୍ରିୟ ପରିଜନ  ଉପସ୍ଥିତ ଥିଲେ । ଅମ୍ଳାନଙ୍କର ୨୦୧୯ ଡିସେମ୍ବର ୮ ତାରିଖରେ  ନିର୍ବନ୍ଧ ହୋଇଥିଲା । ତାଙ୍କ ଜୀବନ ସାଥୀ କିନ୍ତୁ ଫିଲ୍ମ ଦୁନିଆ ସହ ଜଡିତ ନୁହନ୍ତି ।

    Maximum 500 characters

    ବିଶେଷ View all

    Find Us on Facebook