Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଦେଶର ଇଞ୍ଚେଜାଗା କାହାକୁ ଦେବୁନି: ଶାହା

    Share on :
    ajab-Image
    Date: Oct 18, 2020    Views: 3476

    ନୂଆଦିଲ୍ଲୀ: ଦେଶର ଇଞ୍ଚିଏ ଯାଗା ଆମ ଲାଗି ଗୁରୁତ୍ୱପୂଣ୍ଣ । ଏହାକୁ କିପରି ସୁରକ୍ଷା ରଖାଯାଇପାରିବ ସେନେଇ ମୋଦିସରକାର ଯଥେଷ୍ଟ ପ୍ରୟାସ କରିଛନ୍ତି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି  । ଏକ ସାକ୍ଷାତକାରରେ ଶାହା  ଲଦାଖକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ହେଉଥିବା ବିବାଦ ଓ ଦେଶରେ ଶାନ୍ତି ସ୍ଥାପନା ବିଷୟରେ ଆଲୋଚନା କରିଛନ୍ତି  । ସେ କହିଛନ୍ତି ଦେଶର ଇଞ୍ଚେଜମି କେହି ଦଖଲ କରିପାରିବେ ନାହିଁ  । ଏନେଇ ସେନା ଓ କୁଟନୀତିଜ୍ଞ ସଜାଗ ରହିଛନ୍ତି  । ଏହାସହ ଆଗାମୀ ବିହାର ବିଧାନ ସଭାରେ ନିତିଶ କୁମାର ମୁଖ୍ୟମନ୍ତ୍ରୀ ହେବେ ଓ ପଶ୍ଚିମବଙ୍ଗ ଆଗାମୀ ନିର୍ବାଚନରେ ଭାଜପା ଦଳ ସରକାର ଗଢ଼ିବେ ବୋଲି ସେ ସ୍ପଷ୍ଟ କରିଛନ୍ତି  ।  ଅନ୍ୟପଟେ ଉତ୍ତରପ୍ରଦେଶ ହାଥରସ ମାମଲାକୁ ନେଇ ଦେଶବ୍ୟାପୀ ରାଜନୀତି ଚାଲିଥିବାବେଳେ ଶାହା କହିଛନ୍ତି ଯେ, ଜଣେ ଯୁବତୀର ସାମୁହିକ ବଳାକ୍ରାର ଓ ମୃତୁ୍ୟକୁ ନେଇ ରାଜନୀତି କରିବା ଆଦୌ ଉଚିତ ନୁହେଁ  ।  ସିବିଆଇ ଏହାର ତଦନ୍ତ କରୁଥିବାବେଳେ ଆମକୁ ଏହି ତଦନ୍ତ ଉପରେ ଭରସା ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି  ।  

    Maximum 500 characters

    ଦେଶ ବିଦେଶ View all

    Find Us on Facebook