Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଦିଲ୍ଲୀ ଦଙ୍ଗା: ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି

କଟକ: କାର କାଚ ଭାଙ୍ଗି ୪ଲକ୍ଷ ଲୁଟ

ରାଜକନିକା: ବାଇକକୁ ପିଟି ଓଲଟିଲା ଓଟୋ, ମହିଳା ମୃତ, ୨ ଗୁରୁତର

ଭୁବନେଶ୍ୱର: ଶିଶୁ ବିକ୍ରି ଘଟଣାରେ ଆଉ ୩ ଗିରଫ

କୋରାପୁଟ: ଜଙ୍ଗଲରେ ଜୁଆ:୩ ଗିରଫ, ୧୫ ଫେରାର

ସ୍ପେଶାଲ ଫୋକସ ଷ୍ଟେଟ ଦାବି କଲେ ନବୀନ

ଭୁବନେଶ୍ୱରରେ ଅମିତ ଶାହା

banner

କଳା

ମୁଖ୍ୟ ଖବର

    ଶ୍ରୀମାନ୍ ପରଫେକ୍ସନିଷ୍ଟ

    Share on :
    ajab-Image
    Date: Nov 20, 2019    Views: 76

    ବଲିଉଡ଼ର ପରଫେକ୍ସନିଷ୍ଟ ଭାବେ ଜଣାଯାଉଥିବା ଅମୀର୍ ଖାନ ଆଗାମୀ ଚଳଚ୍ଚିତ୍ର ‘ଲାଲ ସିଂ ଚଢ଼ା’ର ପୋଷ୍ଟର ନିଜ ସୋସିଆଲ ସାଇଟ୍ରେ ମୁକ୍ତିଲାଭ କରାଇଛନ୍ତି । ଆସନ୍ତା ବର୍ଷ ମୁକ୍ତିଲାଭ ଅପେକ୍ଷାରେ ଥିବା ଏଇ ଚଳଚ୍ଚିତ୍ରରେ ଅନ୍ୟତମ ମୁଖ୍ୟ ଭୂମିକାରେ କରୀନା କପୁର ଖାନ ଅଭିନୟ କରୁଛନ୍ତି । ଚଳଚ୍ଚିତ୍ରର ଶେଷ ପର୍ଯ୍ୟାୟର ସୁଟିଂ ଏବେ ଚଣ୍ଡିଗଡ଼ରେ ଚାଲିଛି । ପ୍ରଥମ ଥର ପାଇଁ ବଲିଉଡ଼ର ତିନି ଖାନ ‘ଅମୀର ଖାନ୍, ସଲମାନ ଖାନ ଓ ଶାହରୁଖ ଖାନ’ ଏଥିରେ ଅଭିନୟ କରୁଛନ୍ତି । ଅମୀର ନିଜ ଚେଷ୍ଟାରେ ସଲମାନ ଓ ଶାହାରଖଙ୍କୁ ରାଜି କରାଇ ଚୁକ୍ତି କରାଇଥିବାର ପ୍ରକାଶ । ଅତୁଲ କୁଲକର୍ଣ୍ଣି ଏହା କାହାଣୀର ଦାୟିତ୍ୱରେ ଥିବା ବେଳେ ଅଦ୍ୱୈତ ଚୌହାନ ନିଦେ୍ର୍ଧଶନା ଦେଇଛନ୍ତି । ଅଦ୍ୱିତ ଓ ଅମୀର ଏହା ପୂର୍ବରୁ ଅନ୍ୟତମ ହିଟ୍ ଚଳଚ୍ଚିତ୍ର ‘ସିକ୍ରେଟ୍ ସୁପରଷ୍ଟାର୍’ ରେ କାମ କରିସାରିଛନ୍ତି ।

     

    Maximum 500 characters

    କଳା View all

    Find Us on Facebook