Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଯାତ୍ରାପାର୍ଟି ଗାଡ଼ି ଓଲଟି ୭ ଆହତ

    Share on :
    ajab-Image
    Date: Apr 4, 2021    Views: 4544

    ବାଲେଶ୍ୱର: ଯାତ୍ରା କଳାକାରଙ୍କୁ ନେଇ ଯାଉଥିବା ଏକ ଭ୍ୟାନ ଓଲଟି ୭ ଜଣ ଆହତ ହୋଇଛନ୍ତି ।  ରେମୁଣା ଥାନା ଟିକିରାପାଳ ନିକଟରେ ଯାତ୍ରାପାର୍ଟି ଗାଡ଼ି ଓଲଟି ପଡ଼ିଛି ।  ରେମୁଣା ଅଞ୍ଚଳକୁ ଯାତ୍ରା କରିବା ପାଇଁ ‘ନୀଳମାଧବ ଅପେରା’ର କଳାକାରମାନେ ଯାଉଥିବାବେଳେ ବାଟରେ ଏହି ଅଘଟଣ ଘଟିଛି ।  ତେବେ ଦୁର୍ଘଟଣା ପରେ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook