ମୁଖ୍ୟ ଖବର
କେନ୍ଦୁଝର: ରାସ୍ତା ମଝିରେ ଘରୋଇ ବସ୍ ଓଲଟି ଯାଇଥିବା ସୂଚନା ମିଳିଛି । ଏହି ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୫ ଜଣ ଆହତ ହୋଇଥିବା ଜଣାପଡିଛି । ଏନଏଚ-୨୦ କାଳିପ୍ରସାଦ ନିକଟରେ ସତ୍ୟଭାମା ନାମକ ବସ୍ଟି ଯୋଡାରୁ ଯାତ୍ରୀଙ୍କୁ ନେଇ ଚମ୍ପୁଆ ଆସୁଥିଲା ବେଳେ ଦୁର୍ଘଟଣା ଘଟିଥିଲା । ବସ୍ରେ ୪୦ ରୁ ଊଦ୍ଧ୍ୱର୍ ଯାତ୍ରୀ ଥିଲେ । ଆହତମାନଙ୍କୁ ଚମ୍ପୁଆ ମେଡିକାଲରେ ଭର୍ତି କରାଯାଇଛି ।
Comments ସମସ୍ତ ମତାମତ