Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବସ ଓଲଟି ୧୫ ଆହତ

    Share on :
    ajab-Image
    Date: Feb 23, 2021    Views: 3406

    କେନ୍ଦୁଝର: ରାସ୍ତା ମଝିରେ ଘରୋଇ ବସ୍ ଓଲଟି ଯାଇଥିବା ସୂଚନା ମିଳିଛି । ଏହି ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୫ ଜଣ ଆହତ ହୋଇଥିବା  ଜଣାପଡିଛି  । ଏନଏଚ-୨୦ କାଳିପ୍ରସାଦ ନିକଟରେ ସତ୍ୟଭାମା ନାମକ ବସ୍ଟି ଯୋଡାରୁ ଯାତ୍ରୀଙ୍କୁ ନେଇ ଚମ୍ପୁଆ ଆସୁଥିଲା ବେଳେ ଦୁର୍ଘଟଣା  ଘଟିଥିଲା । ବସ୍ରେ ୪୦ ରୁ ଊଦ୍ଧ୍ୱର୍ ଯାତ୍ରୀ ଥିଲେ  । ଆହତମାନଙ୍କୁ ଚମ୍ପୁଆ ମେଡିକାଲରେ ଭର୍ତି କରାଯାଇଛି  । 

    Maximum 500 characters

    ତାଜା ଖବର View all

    Find Us on Facebook