Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ବସ ଓଲଟି ୫ ଗୁରୁତର

    Share on :
    ajab-Image
    Date: Nov 6, 2019    Views: 15

     ନୟାଗଡ: ନୟାଗଡ ଜିଲ୍ଲା ଓଡଗାଁ ଅଂଚଳରେ ଏକ ବସ ରାସ୍ତାକଡକୁ ଓଲଟି ପଡିଛି । ଫଳରେ ୫ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ।   ଆଜି ସକାଳେ କଳେଶ୍ୱର ନାମକ ଏକ ବସ ଭଞ୍ଜନଗରରୁ ନୟାଗଡ ଆସୁଥିଲା । ତେବେ ରାସ୍ତାରେ କୁହୁଡିର ପ୍ରଭାବ ଅଧିକ ରହିଥିଲା । ଫଳରେ ବସର ଡ୍ରାଇଭର ଭାରସାମ୍ୟ ହରାଇଥିଲେ ଏବଂ ବସଟି ରାସ୍ତା କଡକୁ ଓଲଟି ପଡିଥିଲା । ତେବେ ଏଥିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୫ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତି କରାଯାଇଛି । ଆହତମାନେ ଭଞ୍ଜନଗର ଅଂଚଳର ବୋଲି ଜଣାପଡିଛି ।

    Maximum 500 characters

    ଆଂଚଳିକ View all

    Find Us on Facebook