Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଦିଲ୍ଲୀ ଦଙ୍ଗା: ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି

କଟକ: କାର କାଚ ଭାଙ୍ଗି ୪ଲକ୍ଷ ଲୁଟ

ରାଜକନିକା: ବାଇକକୁ ପିଟି ଓଲଟିଲା ଓଟୋ, ମହିଳା ମୃତ, ୨ ଗୁରୁତର

ଭୁବନେଶ୍ୱର: ଶିଶୁ ବିକ୍ରି ଘଟଣାରେ ଆଉ ୩ ଗିରଫ

କୋରାପୁଟ: ଜଙ୍ଗଲରେ ଜୁଆ:୩ ଗିରଫ, ୧୫ ଫେରାର

ସ୍ପେଶାଲ ଫୋକସ ଷ୍ଟେଟ ଦାବି କଲେ ନବୀନ

ଭୁବନେଶ୍ୱରରେ ଅମିତ ଶାହା

banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ତାରାତାରିଣୀ ପୀଠରେ ‘୫-ଟି’ ସଚିବ

    Share on :
    ajab-Image
    Date: Jan 31, 2020    Views: 3805

    ଗଞ୍ଜାମ: ଗଞ୍ଜାମ ପ୍ରସିଦ୍ଧ ତାରାତାରିଣୀ ପୀଠ ପରିଦର୍ଶନ କଲେ ‘୫-ଟି’ ସଚିବ ଭି.କେ ପଣ୍ଡିଆନ । ଆଜି ଭି.କେ ପଣ୍ଡିଆନ ସକାଳ ସମୟରେ ତାରାତାରିଣୀଙ୍କୁ ଦର୍ଶନ କରିବା ସହିତ ମନ୍ଦିରର ଉନ୍ନୟନ କାମ ସଂପର୍କରେ ସମୀକ୍ଷା  କରିଛନ୍ତି ।  ଏନେଇ ‘୫-ଟି’ ସଚିବ ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ସହ ଆଲୋଚନା କରିଥିବା ଜଣାପଡିଛି। ଏହାସହ ଯାତ୍ରୀଙ୍କ ସୁବିଧା ଓ ଋଷିକୁଲ୍ୟା ନଦୀର  ଉନ୍ନତିମୂଳକ କାର‌୍ୟ୍ୟର ତଦାରଖ ମଧ୍ୟ କରିଛନ୍ତି ।

    ତାରାତାରିଣୀ ପୀଠ ପରିଦର୍ଶନ ଓ ସମୀକ୍ଷା ପରେ ଭି.କେ ପଣ୍ଡିଆନ ହିଞ୍ଜିଳାକାଟୁ ବ୍ଲକରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ରାସ୍ତା, ବିଦ୍ୟୁତ, ଜଳ ଯୋଗାଣ ବିଭାଗ କାର‌୍ୟ୍ୟର ସମୀକ୍ଷା କରିଛନ୍ତି । ‘୫-ଟି’ ସଚିବଙ୍କ ଗସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ପିଡିଡିଆର୍ ଡିଏ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମଧ୍ୟ ଉପସ୍ଥିତ ଥିଲେ। 

    Loading...

     

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook