Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ODISHA FC

ମୁଖ୍ୟ ଖବର

    ନର୍ଥଇଷ୍ଟ ୟୁନାଇଟେଡ ୨- ଏଫସି ଗୋଆ ୨

    Share on :
    ajab-Image
    Date: Feb 6, 2021    Views: 4379

    ଗୋଆ: ଚଳିତ ଆଇଏସଏଲ ଫୁଟବଲ ପ୍ରତିଯୋଗିତାରେ ଗୁରୁବାର ଖେଳାଯାଇଥିବା ନର୍ଥଇଷ୍ଟ ୟୁନାଇଟେଡ ଏଫସି ଏବଂ ଏଫସି ଗୋଆ ମ୍ୟାଚ ଅମୀମାସିଂତ ଭାବେ ଶେଷ ହୋଇଛି । ନିର୍ଦ୍ଧାରିତ ସମୟରେ ଉଭୟ ଦଳ ୨ଟି ଲେଖାଏଁ ଗୋଲ କରିବାକୁ ସକ୍ଷମ ହୋଇଥିଲେ । ନର୍ଥଇଷ୍ଟ ପକ୍ଷରୁ ଦୁଇଟି ଯାକ ଗୋଲ ଫେଡ଼ିରିକୋ ଗାଲେଜ (୪୧,୮୩ ମିନିଟ) ପେନାଲଟି ଜରିଆରେ ଦେଇଥିଲେ । ଗୋଆ ପକ୍ଷରୁ ଆଲେକଜାଣ୍ଡର ରୋମାରିଓ କେସୁରାଜ (୨୧ ମିନିଟ) ଏବଂ ଅମରଜିତ ସିଂହ (୮୦ ମିନିଟ) ଗୋଟିଏ ଲେଖାଏଁ ଗୋଲ କରିଥିଲେ । ଅମୀମାଂସିତ ମ୍ୟାଚରୁ ଗୋଟିଏ ଲେଖାଏଁ ପଏଣ୍ଟ ପାଇ ଗୋଆ (୨୨ ପଏଣ୍ଟ) ଟେବୁଲର ତୃତୀୟକୁ ଉଠିଛି । ଅନ୍ୟ ପକ୍ଷରେ ନର୍ଥ ଇଷ୍ଟ (୨୨ ପଏଣ୍ଟ) ପଞ୍ଚମ ସ୍ଥାନରେ ରହିଛି । ଉଭୟ ଗୋଆ ଓ ନର୍ଥ ଇଷ୍ଟ ୟୁନାଇଟେଡ ସମାନ ସଂଖ୍ୟକ ୧୫ ଲେଖାଏଁ ମ୍ୟାଚ ଖେଳି ୫ ବିଜୟ, ୭ ଅମୀମାସିଂତ ଓ ୩ ପରାଜୟ ପାଇଛନ୍ତି ।

    Maximum 500 characters

    ODISHA FC View all

    Find Us on Facebook