ମୁଖ୍ୟ ଖବର
ଗୋଆ: ଚଳିତ ଆଇଏସଏଲ ଫୁଟବଲ ପ୍ରତିଯୋଗିତାରେ ମଙ୍ଗଳବାର ଖେଳାଯାଇଥିବା ଚେନ୍ନାୟିନ ଏଫସି ଓ ଏଟିକେ ମୋହନବାଗାନ ମ୍ୟାଚ୍ ଗୋଲ ଶୂନ୍ୟରେ ଶେଷ ହୋଇଛି । ଫଳରେ ଏହି ଅମୀମାଂସିତ ମ୍ୟାଚରୁ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟରେ ସନ୍ତୁଷ୍ଟ ହୋଇଛନ୍ତି । ହେଲେ ଏଟିକେ ମୋହନବାଗାନ (୧୭ ପଏଣ୍ଟ) ଏହି ପଏଣ୍ଟ ସହ ଟେବୁଲର ଶୀର୍ଷକୁ ଉଠିଛି । ଚେନ୍ନାୟିନ (୧୦ ପଏଣ୍ଟ) ପୂର୍ବ ପରି ଅଷ୍ଟମ ସ୍ଥାନରେ ଅପରିବର୍ତ୍ତିତ ରହିଛି ।
Comments ସମସ୍ତ ମତାମତ 0