Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ODISHA FC

ମୁଖ୍ୟ ଖବର

    ଆଇଏସଏଲରେ କେଉଁ ଖେଳାଳୀ ଦେଇଛନ୍ତି କେତେ ଗୋଲ ?

    Share on :
    ajab-Image
    Date: Dec 1, 2020    Views: 4846

    ଭୁବନେଶ୍ୱର : ଇଣ୍ଡିଆନ ସୁପର ଲିଗରେ କେଉଁ ଖେଳାଳୀ କେତେ ଗୋଲ ଦେଇଛନ୍ତି ଜାଣନ୍ତୁ  । ଏଯାବତ ଗୋଆ ଏଫସିର ଫେରାନ କରୋମିନାସ ସର୍ବାଧିକ ଗୋଲ ସ୍କୋର କରି ରେକଡର଼୍ ସୃଷ୍ଟି କରିଛନ୍ତି  । କେଉଁ ଖେଳାଳୀ କେତେ ଗୋଲ କରିଛନ୍ତି ଜାଣନ୍ତୁ ?

    ଫେରାନ କରୋମିନାସ : ଏଫସି ଗୋଆ - ୪୮
    ସୁନୀଲ ଛେତ୍ରି :  ବେଙ୍ଗାଲୁର ଏଫସି - ୩୯
    ମାର୍କେଲୋ ପେରେଇରା : ହାଇଦ୍ରାବାଦ ଏଫସି : ୩୧
    ଇଆନ ହୁମେ : ଏଫସି ପୁନେ ସିଟି : ୨୮
    ବାର୍ଥଲୋମିଉ ଓଗବେଚେ : କେରଳ ବ୍ଲାଷ୍ଟର୍ସ ଏଫସି : ୨୭
    ଜେଜେ ଲାଲପେଖୁଲା : ଚେନ୍ନାଇନାୟିନ ଏଫସି : ୨୩
    ମିକୁ ଫେଡ଼ର ଫ୍ଲୋରସ : ବେଙ୍ଗାଲୁର ଏଫସି : ୨୦
    ମାନୁଏଲ ଲାଞ୍ଜାରୋଟ : ଏଟିକେ ମୋହନ ବାଗାନ : ୧୮
    କାଲୁ ଉଚେ : ଏଟିକେ ମୋହନ ବାଗାନ : ୧୮
    ଜନ ଷ୍ଟିଭେନ ମେଣ୍ଡୋଜୋ ଭାଲେନସିଆ : ଚେନ୍ନାଇୟିନ ଏଫସି : ୧୭
    ହୁଗୋ ବୋଉମୌସ : ଏଫସି ଗୋଆ : ୧୬
    ନେରଜିଉସ ବାଲସ୍କିସ : ଚେନ୍ନାଇୟିନ ଏଫସି : ୧୫
    ରାୟ କ୍ରୀଷ୍ଣନ : ଏଟିକେ ମୋହନ ବାଗାନ ଏଫସି : ୧୫
    ମୋଡେ଼ାଉ ସୌଗୋଉ : ମୁମ୍ବାଇ ସିଟି ଏଫସି : ୧୫
    ଇମିଲିଆନୋ ଆଲଫାରୋ : ଏଫସି ପୁନେ ସିଟି : ୧୫
    ଲାଲିଆଞ୍ଜୁଆଲା ଛଙ୍ଗଟେ : ଚେନ୍ନାଇଆନ ଏଫସି : ୧୫
    ସିକେ ବୀନିଥ : ଜାମସେଦପୁର ଏଫସି : ୧୩
    ଜାକିଚାନ୍ଦ ସିଂହ : ଏଫସି ଗୋଆ : ୧୩
    ଇଲାନୋ ବ୍ଲମର : ଚେନ୍ନାଇୟାନ ଏଫସି : ୧୨
    ଡୁଡୁ ଓମାଗବେମୀ : ଚେନ୍ନାଇୟାନ ଏଫସି : ୧୨

    Maximum 500 characters

    ODISHA FC View all

    Find Us on Facebook