ମୁଖ୍ୟ ଖବର
ଭୁବନେଶ୍ୱର : ଇଣ୍ଡିଆନ ସୁପର ଲିଗରେ କେଉଁ ଖେଳାଳୀ କେତେ ଗୋଲ ଦେଇଛନ୍ତି ଜାଣନ୍ତୁ । ଏଯାବତ ଗୋଆ ଏଫସିର ଫେରାନ କରୋମିନାସ ସର୍ବାଧିକ ଗୋଲ ସ୍କୋର କରି ରେକଡର଼୍ ସୃଷ୍ଟି କରିଛନ୍ତି । କେଉଁ ଖେଳାଳୀ କେତେ ଗୋଲ କରିଛନ୍ତି ଜାଣନ୍ତୁ ?
ଫେରାନ କରୋମିନାସ : ଏଫସି ଗୋଆ - ୪୮
ସୁନୀଲ ଛେତ୍ରି : ବେଙ୍ଗାଲୁର ଏଫସି - ୩୯
ମାର୍କେଲୋ ପେରେଇରା : ହାଇଦ୍ରାବାଦ ଏଫସି : ୩୧
ଇଆନ ହୁମେ : ଏଫସି ପୁନେ ସିଟି : ୨୮
ବାର୍ଥଲୋମିଉ ଓଗବେଚେ : କେରଳ ବ୍ଲାଷ୍ଟର୍ସ ଏଫସି : ୨୭
ଜେଜେ ଲାଲପେଖୁଲା : ଚେନ୍ନାଇନାୟିନ ଏଫସି : ୨୩
ମିକୁ ଫେଡ଼ର ଫ୍ଲୋରସ : ବେଙ୍ଗାଲୁର ଏଫସି : ୨୦
ମାନୁଏଲ ଲାଞ୍ଜାରୋଟ : ଏଟିକେ ମୋହନ ବାଗାନ : ୧୮
କାଲୁ ଉଚେ : ଏଟିକେ ମୋହନ ବାଗାନ : ୧୮
ଜନ ଷ୍ଟିଭେନ ମେଣ୍ଡୋଜୋ ଭାଲେନସିଆ : ଚେନ୍ନାଇୟିନ ଏଫସି : ୧୭
ହୁଗୋ ବୋଉମୌସ : ଏଫସି ଗୋଆ : ୧୬
ନେରଜିଉସ ବାଲସ୍କିସ : ଚେନ୍ନାଇୟିନ ଏଫସି : ୧୫
ରାୟ କ୍ରୀଷ୍ଣନ : ଏଟିକେ ମୋହନ ବାଗାନ ଏଫସି : ୧୫
ମୋଡେ଼ାଉ ସୌଗୋଉ : ମୁମ୍ବାଇ ସିଟି ଏଫସି : ୧୫
ଇମିଲିଆନୋ ଆଲଫାରୋ : ଏଫସି ପୁନେ ସିଟି : ୧୫
ଲାଲିଆଞ୍ଜୁଆଲା ଛଙ୍ଗଟେ : ଚେନ୍ନାଇଆନ ଏଫସି : ୧୫
ସିକେ ବୀନିଥ : ଜାମସେଦପୁର ଏଫସି : ୧୩
ଜାକିଚାନ୍ଦ ସିଂହ : ଏଫସି ଗୋଆ : ୧୩
ଇଲାନୋ ବ୍ଲମର : ଚେନ୍ନାଇୟାନ ଏଫସି : ୧୨
ଡୁଡୁ ଓମାଗବେମୀ : ଚେନ୍ନାଇୟାନ ଏଫସି : ୧୨
Comments ସମସ୍ତ ମତାମତ 0