Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ODISHA FC

ମୁଖ୍ୟ ଖବର

    ଆଇଏସଏଲ : କେଉଁ ଖେଳାଳୀ ପାଇଛନ୍ତି ଗୋଲଡେନ ବୁଟ ଓ କିଏ ପାଇଛନ୍ତି ଗୋଲଡେନ ଗ୍ଲୋଭସ

    Share on :
    ajab-Image
    Date: Dec 1, 2020    Views: 4213

    ଭୁବନେଶ୍ୱର : ଆଇଏସଲ ଟୁର୍ଣ୍ଣାମେଂଟର ପ୍ରତି ସଂସ୍କରଣରେ ସର୍ବାଧିକ ଗୋଲ ଦେଇଥିବା ଖେଳାଳୀଙ୍କୁ ଗୋଲଡେ଼ନ ବୁଟ ଓ ଭଲ ଗୋଲକିପରଙ୍କୁ ଗୋଲଡେ଼ନ ଗ୍ଲୋଭସ ପୁରସ୍କାର ପ୍ରଦାନ କରାଯାଇଥାଏ  ।

    ଏହି ଖେଳାଳୀମାନେ ପାଇଛନ୍ତି ଗୋଲଡେ଼ନ ବୁଟସ ପୁରସ୍କାର

    ୨୦୧୯-୨୦ : ନେରଜିଉସ ବାଲସ୍କିସ : ୧୫ଟି ଗୋଲ
    ୨୦୧୮-୧୯ : ଫେରାନ କୋରୋମିନାସ : ୧୬ଟି ଗୋଲ
    ୨୦୧୭-୧୮ : ଫେରାନ କୋରୋମିନାସ : ୧୮ଟି ଗୋଲ
    ୨୦୧୬ : ମାର୍କେଲୋ ପେରେଇରା : ୧୦ଟି ଗୋଲ
    ୨୦୧୫ : ଜନ ଷ୍ଟିଭେନ ମେଣ୍ଡୋଜୋ ଭାଲେନ୍ସିଆ : ୧୩ଟି ଗୋଲ
    ୨୦୧୪ : ଇଲାନୋ ବ୍ଲମର : ୮ ଗୋଲ

    ଏହି ଖେଳାଳୀମାନେ ପାଇଛନ୍ତି ଗୋଲଡେ଼ନ ଗ୍ଲୋଭସ
    ୨୦୧୯-୨୦ : ଗୁରୁପ୍ରୀତସିଂହ ସାନ୍ଧୁ
    ୨୦୧୮-୧୯ : ଗୁରୁପ୍ରୀତସିଂହ ସାନ୍ଧୁ
    ୨୦୧୭-୧୮ : ସୁବ୍ରତ ପାଉଲ
    ୨୦୧୬ : ଅମ୍ରିନ୍ଦର ସିଂହ
    ୨୦୧୫ : ଆପୌଲା ଇଡେ଼ଲ
    ୨୦୧୪ : ଜନ ସେଦା

    Maximum 500 characters

    ODISHA FC View all

    Find Us on Facebook