ମୁଖ୍ୟ ଖବର
ଭୁବନେଶ୍ୱର : ଆଇଏସଲ ଟୁର୍ଣ୍ଣାମେଂଟର ପ୍ରତି ସଂସ୍କରଣରେ ସର୍ବାଧିକ ଗୋଲ ଦେଇଥିବା ଖେଳାଳୀଙ୍କୁ ଗୋଲଡେ଼ନ ବୁଟ ଓ ଭଲ ଗୋଲକିପରଙ୍କୁ ଗୋଲଡେ଼ନ ଗ୍ଲୋଭସ ପୁରସ୍କାର ପ୍ରଦାନ କରାଯାଇଥାଏ ।
ଏହି ଖେଳାଳୀମାନେ ପାଇଛନ୍ତି ଗୋଲଡେ଼ନ ବୁଟସ ପୁରସ୍କାର
୨୦୧୯-୨୦ : ନେରଜିଉସ ବାଲସ୍କିସ : ୧୫ଟି ଗୋଲ
୨୦୧୮-୧୯ : ଫେରାନ କୋରୋମିନାସ : ୧୬ଟି ଗୋଲ
୨୦୧୭-୧୮ : ଫେରାନ କୋରୋମିନାସ : ୧୮ଟି ଗୋଲ
୨୦୧୬ : ମାର୍କେଲୋ ପେରେଇରା : ୧୦ଟି ଗୋଲ
୨୦୧୫ : ଜନ ଷ୍ଟିଭେନ ମେଣ୍ଡୋଜୋ ଭାଲେନ୍ସିଆ : ୧୩ଟି ଗୋଲ
୨୦୧୪ : ଇଲାନୋ ବ୍ଲମର : ୮ ଗୋଲ
ଏହି ଖେଳାଳୀମାନେ ପାଇଛନ୍ତି ଗୋଲଡେ଼ନ ଗ୍ଲୋଭସ
୨୦୧୯-୨୦ : ଗୁରୁପ୍ରୀତସିଂହ ସାନ୍ଧୁ
୨୦୧୮-୧୯ : ଗୁରୁପ୍ରୀତସିଂହ ସାନ୍ଧୁ
୨୦୧୭-୧୮ : ସୁବ୍ରତ ପାଉଲ
୨୦୧୬ : ଅମ୍ରିନ୍ଦର ସିଂହ
୨୦୧୫ : ଆପୌଲା ଇଡେ଼ଲ
୨୦୧୪ : ଜନ ସେଦା
Comments ସମସ୍ତ ମତାମତ 0