ମୁଖ୍ୟ ଖବର
ଭୁବନେଶ୍ୱର : ଆଇଏସଲ ଟୁର୍ଣ୍ଣାମେଂଟରେ ଏଯାବତ କେଉଁ ଟିମ ସବୁଠାରୁ ଅଧିକ ଗୋଲ ଦେଇଛି ସେନେଇ ପରିସଂଖ୍ୟାନ ରହିଛି । ଆସନ୍ତୁ ଟିକେ ନଜର ପକେଇନେବା ।
ଗୋଆ ଏଫସି : ୧୦୮ ମ୍ୟାଚରେ ୨୦୫ ଗୋଲ
ଚେନ୍ନାଇୟିନ ଏଫସି : ୧୦୭ ମ୍ୟାଚରେ ୧୬୫ ଗୋଲ
ଏଟିକେ ମୋହନ ବାଗନ ଏଫସି : ୧୦୭ ମ୍ୟାଚରେ ୧୩୮ ଗୋଲ
ମୁମ୍ବାଇ ସିଟି ଏଫସି : ୧୦୦ ମ୍ୟାଚରେ ୧୨୩ ଗୋଲ
କେରଳ ବ୍ଲାଷ୍ଟରସ ଏଫସି : ୧୦୨ ମ୍ୟାଚରେ ୧୧୮ ଗୋଲ
ଦିଲ୍ଲୀ ଡାଇନାମୋସ ଏଫସି : ୮୨ ମ୍ୟାଚରେ ୧୧୪ ଗୋଲ
ବେଙ୍ଗାଲୁର ଏଫସି : ୬୨ ମ୍ୟାଚରେ ୯୮ ଗୋଲ
ଏଫସି ପୁନେ ସିଟି : ୮୦ ମ୍ୟାଚରେ ୯୭ ଗୋଲ
ନର୍ଥ ଇଷ୍ଟ ୟୂନାଇଟେଡ଼ ଏଫସି : ୯୮ ମ୍ୟାଚରେ ୯୫ ଗୋଲ
ଜାମସେଦପୁର ଏଫସି : ୫୪ ମ୍ୟାଚରେ ୬୭ ଗୋଲ
ଓଡ଼ିଶା ଏଫସି : ୧୮ ମ୍ୟାଚରେ ୨୮
ହାଇଦ୍ରାବାଦ ଏଫସି : ୧୮ ମ୍ୟାଚରେ ୨୧
Comments ସମସ୍ତ ମତାମତ 0