Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ODISHA FC

ମୁଖ୍ୟ ଖବର

    ଏଯାଏଁ କେଉଁ ଟିମ ଦେଇଛି ସବୁଠୁ ଅଧିକ ଗୋଲ

    Share on :
    ajab-Image
    Date: Nov 29, 2020    Views: 4310

    ଭୁବନେଶ୍ୱର : ଆଇଏସଲ ଟୁର୍ଣ୍ଣାମେଂଟରେ ଏଯାବତ କେଉଁ ଟିମ ସବୁଠାରୁ ଅଧିକ ଗୋଲ ଦେଇଛି ସେନେଇ ପରିସଂଖ୍ୟାନ ରହିଛି  । ଆସନ୍ତୁ ଟିକେ ନଜର ପକେଇନେବା  ।

    ଗୋଆ ଏଫସି : ୧୦୮ ମ୍ୟାଚରେ ୨୦୫ ଗୋଲ
    ଚେନ୍ନାଇୟିନ ଏଫସି : ୧୦୭ ମ୍ୟାଚରେ ୧୬୫ ଗୋଲ
    ଏଟିକେ ମୋହନ ବାଗନ ଏଫସି : ୧୦୭ ମ୍ୟାଚରେ ୧୩୮ ଗୋଲ
    ମୁମ୍ବାଇ ସିଟି ଏଫସି : ୧୦୦ ମ୍ୟାଚରେ ୧୨୩ ଗୋଲ
    କେରଳ ବ୍ଲାଷ୍ଟରସ ଏଫସି : ୧୦୨ ମ୍ୟାଚରେ ୧୧୮ ଗୋଲ
    ଦିଲ୍ଲୀ ଡାଇନାମୋସ ଏଫସି : ୮୨ ମ୍ୟାଚରେ ୧୧୪ ଗୋଲ
    ବେଙ୍ଗାଲୁର ଏଫସି : ୬୨ ମ୍ୟାଚରେ ୯୮ ଗୋଲ
    ଏଫସି ପୁନେ ସିଟି : ୮୦ ମ୍ୟାଚରେ ୯୭ ଗୋଲ
    ନର୍ଥ ଇଷ୍ଟ ୟୂନାଇଟେଡ଼ ଏଫସି : ୯୮ ମ୍ୟାଚରେ ୯୫ ଗୋଲ
    ଜାମସେଦପୁର ଏଫସି : ୫୪ ମ୍ୟାଚରେ ୬୭ ଗୋଲ
    ଓଡ଼ିଶା ଏଫସି : ୧୮ ମ୍ୟାଚରେ ୨୮
    ହାଇଦ୍ରାବାଦ ଏଫସି : ୧୮ ମ୍ୟାଚରେ ୨୧

    Maximum 500 characters

    ODISHA FC View all

    Find Us on Facebook