Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ODISHA FC

ମୁଖ୍ୟ ଖବର

    କେଉଁଦିନ କାହା ସହ ଲଢେ଼ଇ କରିବ ଓଡ଼ିଶା ଏଫସି

    Share on :
    ajab-Image
    Date: Nov 14, 2020    Views: 3033

    ଭୁବନେଶ୍ୱର : ଫୁଟବଲ ସ୍ପୋର୍ଟସ ଡେଭଲପମେଂଟ ଲିମିଟେଡ଼ ପକ୍ଷରୁ ପ୍ରଥମ ୧୧ ରାଉଣ୍ଡ ପାଇଁ ଖେଳସୂଚୀ ଘୋଷଣା କରାଯାଇଛି  । ନଭେମ୍ବର ୨୦ରେ ଇଣ୍ଡିଆନ ପ୍ରିମିୟର ଫୁଟବଲ ଲିଗର ୭ମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି  । ଗୋଆର ବାମ୍ବେଲିୟମସ୍ଥିତ ଜିଏମସି ଷ୍ଟାଡ଼ିୟମରେ ହେବାକୁ ଥିବା ପ୍ରଥମ ମ୍ୟାଚରେ ଏଟିକେ ମୋହନ ବାଗାନ ଓ କେରଳ ବ୍ଲାଷ୍ଟରସ ମଧ୍ୟରେ ଲଢେ଼ଇ ହେବ  ।
    ଏହି ପରିପ୍ରେକ୍ଷୀରେ ଓଡ଼ିଶା ଏଫସି କେଉଁଦିନ କାହାକୁ ଭେଟିବ ତାହାର ସମୟ ସାରଣୀ ସମ୍ପର୍କରେ ନିମ୍ନରେ ସୂଚନା ଦିଆଯାଇଛି  ।

    ନଭେମ୍ବର ୨୩ ରାତି ୭.୩୦ : ଓଡ଼ିଶା ବନାମ ହାଇଦ୍ରାବାଦ
    ନଭେମ୍ବର ୨୯, ସଂଧ୍ୟା ୫ଟା : ଜାମସେଦପୁର ବନାମ ଓଡ଼ିଶା
    ଡିସେମ୍ବର ୩, ରାତି ୭.୩୦ : ଏଟିକେ ମୋହନ ବାଗାନ ବନାମ ଓଡ଼ିଶା
    ଡିସେମ୍ବର ୬, ସଂଧ୍ୟା ୫ଟା : ମୁମ୍ବାଇ ସିଟି ଏଫସି ବନାମ ଓଡ଼ିଶା
    ଡିସେମ୍ବର ୧୨, ରାତି ୭.୩୦ : ଓଡ଼ିଶା ବନାମ ଗୋଆ
    ଡିସେମ୍ବର ୧୭, ରାତି ୭.୩୦ : ଓଡ଼ିଶା ବନାମ ବେଙ୍ଗାଲୁର
    ଡିସେମ୍ବର ୨୨, ରାତି ୭.୩୦ : ଓଡ଼ିଶା ବନାମ ନର୍ଥ ଇଷ୍ଟ ୟୂନାଇଟେଡ଼
    ଜାନୁଆରୀ ୩, ସଂଧ୍ୟା ୫ଟା : ଇଷ୍ଟ ବେଙ୍ଗଲ ବନାମ ଓଡ଼ିଶା
    ଜାନୁଆରୀ ୭, ରାତି ୭.୩୦ : କେରଳ ବ୍ଲାଷ୍ଟର୍ସ ବନାମ ଓଡ଼ିଶା
    ଜାନୁଆରୀ ୧୦, ସଂଧ୍ୟା ୫ଟା : ଚେନ୍ନାଇ ଏଫସି ବନାମ ଓଡ଼ିଶା

    Maximum 500 characters

    ODISHA FC View all

    Find Us on Facebook